ରାଜଧାନୀରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଯାତ୍ରୀଙ୍କଠାରୁ ଜବତ ହେଲା ବନ୍ଧୁକ । ଯାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିଲେ । ଯାଞ୍ଚ ବେଳେ ତାଙ୍କଠାରୁ ଏହି ବନ୍ଧୁକ ମିଳିଥିଲା ।
ଯାତ୍ରୀଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।