ଏହି ମାରାତ୍ମକ ସଂକ୍ରମଣ ଯୋଗୁ ଗଲାଣି ୨୦୦୦ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ଜୀବନ
ନୂଆଦିଲ୍ଲୀ: ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ପକ୍ଷୀମାନେ ଏଭିୟନ ଇନ୍ଫ୍ଲୁଏନ୍ଜାରେ ଆକ୍ରନ୍ତ ହୋଇ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି। ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳର ଅନେକ ସ୍ଥାନରେ ଏହି ସଂକ୍ରମଣ ହେତୁ ପ୍ରବାସୀ ପକ୍ଷୀମାନଙ୍କ…