୨୦୨୭ ଏସିଆନ୍ କପ୍ ଫୁଟବଲ ପାଇଁ ଭାରତର ବିଡ୍ ଦାଖଲ: ୧୧ ସହର ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ
ଭୁବନେଶ୍ୱର: ୨୦୨୭ ଏସିଆନ୍ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଭାରତ ବିଡ୍ ଦାଖଲ କରିଛି । ଏସୀୟ ଫୁଟବଲ ମହାସଂଘ ଏହା ଘୋଷଣା କରିଛି । ୧୧ ସହରର ୧୨ଟି ଷ୍ଟାଡିୟମରେ ମ୍ୟାଚଗୁଡିକର ଆୟୋଜନ ପାଇଁ ଚୟନ କରାଯାଇଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ଟୁର୍ଣ୍ଣାମେଂଟର ଆୟୋଜନ…