Latest Odisha News

BREAKING NEWS

୫୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଦବଙ୍ଗ ବଏ୍‌ ସଲ୍‌ମାନ ଖାନ୍‌

ନୂଆଦିଲ୍ଲୀ: ସଫଳତା ଏବଂ ଷ୍ଟାରଡମର ଅଦ୍ୱିତୀୟ ନାମ ହେଉଛନ୍ତି ବଲିଉଡ୍‌ର ଦବଙ୍ଗ୍‌ ସଲମାନ ଖାନ।। ୨୭ ଡିସେମ୍ବର ୧୯୬୫ରେ ଜନ୍ମିଥିବା ସଲ୍‌ମାନ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ହିଟ୍‌ ଫିଲ୍ମ ତାଲିକାରେ ସଲ୍‌ମାନଙ୍କ ଫିଲ୍ମର ଲମ୍ବା ଲିଷ୍ଟ ରହିଛି। କିନ୍ତୁ…

ଆଜିଠୁ ସାମାନ୍ୟ କମିବ ଶୀତର ପ୍ରକୋପ: ପାଣିପାଗ ବିଭାଗ

ଭୁବନେଶ୍ୱର: ବିଗତ କିଛିଦିନ ହେବ ଅସହ୍ୟ ଶୀତରେ ଥରୁଥିଲା ଓଡିଶା। ତେବେ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ।…

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଡିସେମ୍ବର ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ରହିଥିବା ସୂଚନା ଏହାପରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୭-୧୨-୨୦୨୦ ରବିବାର ଆଜିର ମହତ୍ତ୍ୱ ଆଜି ୨୦୨୦ ମସିହା ଡିସେମ୍ବର ତା ୨୭ ରିଖ ରବିବାର ଧନୁ ୧୩ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର:-ମେଷ ରାଶିର  ଘାତ ଚନ୍ଦ୍ର :- ବିଛା ରାଶି ପୁରୁଷଙ୍କର  ନିଷେଧ ଖାଦ୍ୟ :-…

ମାରାଡୋନାଙ୍କ ସ୍ମୃତିରେ ୬ଫୁଟର କେକ୍ ତିଆରି କଲେ ପ୍ରଶଂସକ

ମାଡ୍ରାସ:ଆର୍ଜେଟିଂନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ମାତ୍ର ପ୍ରଶଂସକ ତାଙ୍କୁ ଭୁଲି ପାରି ନାହାନ୍ତି । ତାମିଲନାଡୁର ରାମନାଥପୁରରେ ଜଣେ ବେକରୀ ବ୍ୟବସାୟର ତାଙ୍କ ସ୍ମୃତିରେ ୬ଫୁଟ ଉଚ୍ଚତାର ଏକ କେକ୍ ପ୍ରସ୍ତୁତ କରିଛନ୍ତି । ଯାହା କି ଅବିକଳ…

ଡିସେମ୍ବର ୩୧ରେ ସିବିଏସଇ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଆସନ୍ତା ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ତାରିଖ ଘୋଷଣା ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।…

୨୦୨୦, ଭାରତୀୟ ଓ ଓଡିଆ ସିନେମା ପାଇଁ ଏକ ଭୟଙ୍କର ଶୂନ୍ୟତାର ବର୍ଷ

ଭାରତୀୟ ସିନେମା ଲାଗି ୨୦୨୦ ଗଭୀର ଶୂନ୍ୟତା ଓ ହାହାକାରର ବର୍ଷ। ବୋଧହୁଏ ସିନେମା ନିର୍ମାଣ ଓ ପ୍ରଦର୍ଶନର ଇତିହାସରେ ଏମିତି କେବେ ବି ହୋଇନଥିଲା। ଗତ ୯ ମାସ ଧରି ଦେଶର ପ୍ରାୟ ସବୁ ସିନେମା ହଲ ବନ୍ଦ ରହିଛି। ଆଜି ମଧ୍ୟ ଦେଶର ଅଧାରୁ ଅଧିକ ସିନେମା ହଲ ଖୋଲିନାହିଁ। ୨୦୧୯ରେ କେବଳ ମୁମ୍ବାଇ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୭୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ତେବେ ୩୭୧ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୩,୭୪୯ ଜଣ ସୁସ୍ଥ ହୋଇଛନ୍ତି।…

ଏନଡିଏରୁ ଓହରିଲା ଆରଏଲପି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରି ଆରଏଲପି ଶନିବାର ଏନଡିଏରୁ ଓହରିଯାଇଛି । ଏହାର ମୁଖ୍ୟ ହନୁମାନ ବେନିୱାଲ ୩ଟି ସଂସଦୀୟ କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏନଡିଏରୁ ଆଉ ଏକ ସହଯୋଗୀ ଅକାଳୀ ଦଳ ମଧ୍ୟ ମେଂଟରୁ ଓହରି ଯାଇଛି । କୃଷି ଆଇନ ନେଇ ବିଜେପି ଏବେ ଏକୁଟିଆ…

ସୋମବାରଠୁ ଗଡ଼ିବ ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଗଡିବାକୁ ଯାଉଛି ଭାରତର ପ୍ରଥମ ଚାଳକବିହୀନ ଟ୍ରେନ୍। ପ୍ରାପ୍ତ ସୂଚନା ଅନୁଯାୟୀ ଡିସେମ୍ବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସି ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଯାଏଁ ଏହି ସେବାର…