Latest Odisha News

BREAKING NEWS

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ ।…

ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ସଂଖ୍ୟା ୭ କୋଟି ୮୩ ଲକ୍ଷ ପାର୍‌

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାକୁ ନେଇ ଉତ୍ତେଜନା ଦେଖାଦେଇଛି ଏବଂ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଖ୍ୟା ସାରା ବିଶ୍ୱରେ ୭ କୋଟି ୮୩ ଲକ୍ଷକୁ ଅତିକ୍ରମ କରିସାରିଲାଣି। ଏଥି ସହିତ, ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭ ଲକ୍ଷ ୨୨ ହଜାରକୁ ବୃଦ୍ଧି…

ଶେଷରେ ଆଣ୍ଟାର୍କଟିକାର ଠିକଣା ପାଇଗଲା ମହାମାରୀ କରୋନା

ନୂଆଦିଲ୍ଲୀ: ଗୋଟିଏପଟେ କରୋନାର ନୂଆ ଷ୍ଟ୍ରେନ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ଏହାର ବିସ୍ତାର ଆଣ୍ଟାର୍କଟିକା ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ଏପର୍ଯ୍ୟନ୍ତ ପୃଥିବୀର ଦକ୍ଷିଣ ଭାଗରେ ଥିବା ଏହି ମହାଦେଶ ମହାମାରୀରୁ ବଞ୍ଚିତ ରହିଥିଲା। ଚିଲିନ୍‌ ସେନା ପକ୍ଷରୁ ଏହି ସୂଚନା…

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ…

ଏଥର କେମିତି ହେବ ଟ୍ୱିଟର୍‌ରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ସ୍ୱାଗତ; ଜାଣନ୍ତୁ

ସାନ ଫ୍ରାନ୍ସିସ୍କୋ: ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ୱିଟର ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ପ୍ଲାଟଫର୍ମରେ ସ୍ୱାଗତ କରିବାକୁ ଯୋଜନା କରିଛି। ଏହା ଅଧୀନରେ, ଜାନୁୟାରୀ ୨୦ରେ ଶପଥ ଗ୍ରହଣ କରିଥିବା ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ @ ପୋଟସ୍…

ଶୀତ ଚାଦର ତଳେ ଓଡ଼ିଶା: ଏସବୁ ଜିଲ୍ଲାରେ କଲବଲ କରୁଛି ଜାଡ଼

ଭୁବନେଶ୍ୱର: ରାଜ୍ୟରେ ପାରଦ କ୍ରମାଗତ ଖସୁଛି । ବଢୁଛି ଶୀତ । ଗତ ତିନି ଦିନରେ ଜାଡ଼ ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ଦେଲାଣି । କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼ । ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ସେଠାରେ ତୁଷାରପାତ ହେଉଛି ।…

ଅପରାଧୀ ପୋଷାକ ପିନ୍ଧିବାକୁ ମନା କଲେ ଇନ୍ଦ୍ରାଣୀ; ଶିନା ବୋରା ହତ୍ୟା ମାମଲା

ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜେଲରେ ଅପରାଧୀଙ୍କ ପୋଷାକ ପିନ୍ଧିବାକୁ ଇନ୍ଦ୍ରାଣୀ ମନା କରି ଦେଇଛନ୍ତି। ଇନ୍ଦ୍ରାଣୀ ଯୁକ୍ତି କରିଛନ୍ତି ଯେ ତାଙ୍କ ମାମଲା ଏବେ ବି ବିଚାର ଚାଲିଛି, ଯେଉଁ କ୍ଷେତ୍ରରେ ସେ ଏହି ପୋଷାକ…

ବାଲେଶ୍ୱର କମର୍ଦ୍ଦା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫ଟି ଦୋକାନ ଘର

ବାଲେଶ୍ୱର: ଭୋରରେ ଲାଗିଲା ନିଆଁ । ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଆଜି ଭୋରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୋଡ଼ି ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଧୀରେ ଧୀରେ…

ଏବେ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଆଲିଆ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବଲିଉଡର ସବୁଠାରୁ କ୍ୟୁଟ୍‌ ଦମ୍ପତି ଭାବେ ବିବେଚନା କରାଯାଏ। ସେମାନଙ୍କ ବିବାହ ବିଷୟରେ ଗୁଜବ ଦୀର୍ଘ ଦିନ ଧରି ଚାଲିଆସୁଛି ଏବଂ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ୨୦୨୦ ପ୍ରାରମ୍ଭରେ, ଖବର ଆସିଥିଲା…

ବାଇଡେନ୍‌ଙ୍କ ଦଳରେ ପୁଣି ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଦିନ ଗୌତମ ରାଘବନ୍ ଏବଂ ବିନୟ ରେଡ୍ଡୀଙ୍କୁ ହ୍ୱାଇଟ୍‌ ହାଉସର ବରିଷ୍ଠ କର୍ମଚାରୀଙ୍କ ଅତିରିକ୍ତ ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତି ବ୍ୟକ୍ତିଗତ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବରେ ଗୌତମ…