କ୍ରାନ୍ତିର କ୍ରୋଡ଼ପତ୍ରରେ କ୍ରୋମାଇଟ୍
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ଲକ୍ଷ୍ୟ କରନ୍ତୁ , ଏସିଆ ମହାଦେଶରେ କେବଳ ସୁକିନ୍ଦାରେ ହିଁ କ୍ରୋମପଥର ଅଛି । ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କଜାକ୍ସ୍ଥାନରେ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ । କ୍ରୋମର ବ୍ୟବହାର ସମ୍ପର୍କରେ…