Latest Odisha News

BREAKING NEWS

ଓଟିଟି ଫିଲ୍ମଫେୟାର ଆୱାର୍ଡ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଫିଲ୍ମଫେୟାର ପ୍ରଥମ ଥର ପାଇଁ ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାର ଆରମ୍ଭ କରିଛି। ଏହି ପୁରସ୍କାରଗୁଡିକ OTT ପ୍ଲାଟଫର୍ମରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ୱେବ୍ ସିରିଜ୍, ଚଳଚ୍ଚିତ୍ର, ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ସ୍କ୍ରିପ୍ଟ ଲେଖା ସହିତ ବିଭିନ୍ନ ବର୍ଗରେ ପ୍ରଦାନ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୬.୧୨ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। କେତେକ ଦେଶରେ ସଂକ୍ରମଣ ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ଲଗାତାର ତିନି ଦିନ ପରେ ବିଶ୍ୱରେ ସାତ ଲକ୍ଷରୁ କମ୍ କରୋନା ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୧୨ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଛି…

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା । ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ନାଁରେ ଏତଲା ରୁଜୁ କରିଛି ପୁରୀଘାଟ ଥାନା ପୋଲିସ । ଅନୁଭବଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ବି ମାମଲା ରୁଜୁ…

ରାଜ୍ୟରୁ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ, ଡେଥ୍ କେସ୍ ୧, ୮୩୬

ଭୁବନେଶ୍ୱର: କରୋନାରେ ରାଜ୍ୟରେ ଆକି ବୁଜିଲେ ଆଉ ୪ଜଣ ଆକ୍ରାନ୍ତ । ଚାରିଟି ଜିଲ୍ଲାରୁ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ଭୁବନେଶ୍ୱରରୁ ଜଣେ ୭୫ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ୮୬ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । Regret to inform the…

ପତିଙ୍କୁ ଆତଙ୍କବାଦୀ କହି ଅଡୁଆରେ ଅଭିନେତ୍ରୀ ଉର୍ମିଳା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ୨୦୧୬ ରେ ମୋହସିନ୍ ଅଖତର ମୀରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଅନେକଥର ଉର୍ମିଳାଙ୍କୁ ଏଥିପାଇଁ ଟ୍ରୋଲ୍‌ ମଧ୍ୟ ହେବାକୁ ପଡ଼ିଛି। ଏହାସହିତ ତାଙ୍କ ସ୍ୱାମୀଙ୍କୁ…

ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନିର୍ମାଣ କରୁଛି ରିଲାଏନ୍ସ

ନୂଆଦିଲ୍ଲୀ: ଗୁଜୁରାଟର ଜାମନଗରରେ ବିଶ୍ୱର ସର୍ବବୃହତ ପ୍ରାଣୀ ଉଦ୍ୟାନ ନିର୍ମାଣ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏକ ପ୍ରକଳ୍ପ ଉପରେ କାମ କରୁଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହା ସାଧାରଣ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ରହିବ ବୋଲି ଆଶା କରାଯାଉଛି। ଏହା ବିଶ୍ୱର ସବୁଠୁ ବଡ ପ୍ରାଣୀ…

ତୈମୁର୍‌ଙ୍କୁ ଜନ୍ମଦିନରେ କରୀନାଙ୍କ ଭାବପୂର୍ଣ୍ଣ ବାର୍ତ୍ତା; ‘ମମ୍‌ ଲଭ୍‌ସ ୟୁ ମଚ୍‌’

ମୁମ୍ବାଇ: ବି-ଟାଉନର ସବୁଠାରୁ ପ୍ରିୟ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ତୈମୁର ଅଲ୍ଲୀ ଖାନ ହେଉଛନ୍ତି ଅନ୍ୟତମ। ତୈମୁର୍‌ ଏହା ଭିତରେ ୪ ବର୍ଷର ହୋଇଗଲେଣି। ତୈମୁର୍‌ଙ୍କ ଜନ୍ମ ୨୦ ଡିସେମ୍ବର ୨୦୧୬। ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ…

ରାଜ୍ୟରୁ ୨୪ ଘଣ୍ଟାରେ ୩୭୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତକାଲି ଅପେକ୍ଷା ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୩୭୨ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୧୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୯ଟି । ମୋଟ୍ ୨୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ନକରାତ୍ମକ ମଣିଷଟି ସବୁଠାରୁ ଅଧିକ ଭଲ ପାଉଥାଏ: ଅମିୟ ବେଜ

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅମିୟ ବେଜ। ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପ ର କଳେବର ଦେଇ ଭାବପୂର୍ଣ , ସମ୍ବେଦନଶୀଳ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। ଗାଳ୍ପିକଙ୍କ ସମସ୍ତ ଗଳ୍ପ ବିସ୍ତୃତ ନୁହେଁ କିନ୍ତୁ ପାଠକଙ୍କ…

ଗଜପତି ଜିଲ୍ଲାରୁ ୧୧ବର୍ଷର ଶିଶୁ ପୁତ୍ର ନିଖୋଜ, ଥାନାରେ ଏତଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପୁଣି ଜଣେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ । ମୋହନା ଥାନା ପାଞ୍ଚଆମ୍ବ ଘାଇସାହିରୁ ଜଣେ ୧୧ ବର୍ଷୀୟ ଶିଶୁ ନିଖୋଜ ହୋଇ ଯାଇଛନ୍ତି । ଏନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମାଆ । ନିଖୋଜ ପୁଅର ନାଁ ଅପୂର୍ବ ଲିମା । ଅଭିଯୋଗ ଅନୁସାରେ, ଅପୂର୍ବକୁ…