Latest Odisha News

BREAKING NEWS

ପରୀ ମୃତ୍ୟୁ ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଓ ରାଜ୍ୟରେ ଶିଶୁ ନିଖୋଜ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ଘେରିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ଅଫିସ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ବାଧା ଦେଇଥିଲା । ଏତିକିବେଳେ ପୋଲିସ ସହ ବିକ୍ଷୋଭକାରୀଙ୍କ ମଧ୍ୟରେ…

ଆମେରିକା କୋର୍ଟ; ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାହୱୁର ରାଣାଙ୍କ ଜାମିନ ଆବେଦନ ଖାରଜ

ୱାଶିଂଟନ୍: ମୁମ୍ବାଇ ଆକ୍ରମଣରେ ପଳାତକ ଘୋଷିତ ପାକିସ୍ତାନୀ ମୂଳ କାନାଡିୟ ବ୍ୟବସାୟୀ ତାହୱୁର ରାଣାଙ୍କ ଜାମିନ ଆବେଦନକୁ ଆମେରିକା କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୫୯ ବର୍ଷିୟ ରାଣାଙ୍କୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ହେତୁ ଭାରତର ପ୍ରତ୍ୟର୍ପଣ ଅନୁରୋଧରେ ୧୦ ଜୁନରେ…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ

ମାଲକାନଗିରି: ମାଓଏନକାଉଣ୍ଟର ପରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅବୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ଡିଜିପି । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ରଣନୀତି ନେଇ ଆଲୋଚନା କରିଛନ୍ତି । ଗତକାଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମୁହାଁମୁହିଁ…

ହ୍ୱାଇଟ୍ ହାଉସ ଷ୍ଟାଫଙ୍କୁ ପ୍ରଥମେ ମିଳିବନି କରୋନା ଟିକା: ଟ୍ରମ୍ପ

ଓ୍ୱାଶିଂଟନ୍: ଆମେରିକାରେ ଆରମ୍ଭ ହୋଇଛି କରୋନା ଟିକାକରଣ ପ୍ରକ୍ରିୟା । ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି । ତେବେ ହ୍ୱାଇଟ୍ ହାଉସ୍ ଷ୍ଟାଫଙ୍କୁ ପ୍ରଥମେ ଟିକା ମିଳିବ ନାହିଁ । ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା…

ଦିଲ୍ଲୀ ସୀମାରୁ ବିରୋଧୀ ଚାଷୀଙ୍କୁ ହଟାଇବା ମାମଲା: ସୁପ୍ରିମକୋର୍ଟରେ ୧୬ ରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ହଟାଇବା ପାଇଁ ନୂତନ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ତେବେ ୧୬ ଡିସେମ୍ବରରେ ଏହି ମାମଲାର ଶୁଣାଣି ହେବ ବୋଲି ସୂତ୍ରରୁ ପ୍ରକାଶ। ସୁପ୍ରିମକୋର୍ଟ ୱେବସାଇଟ୍ ଅନୁଯାୟୀ ମୁଖ୍ୟ ନ୍ୟାୟଧୀଶ ଏସ୍ଏ…

ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭାବନୀୟ ଘଟଣା । ଦେହରେ କିରାସିନି ଢାଳି ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ । ଏତିକିବେଳେ ସେମାନଙ୍କୁ କାବୁ କଲା ପୋଲିସ । ସେମାନେ ହେଲେ ତାଳଚେର ସୋଲଡା ଗାଁର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା । ଆଜି ସକାଳ ପ୍ରାୟ ୧୧ଟା…

ଆସନ୍ତା କାଲି କଛ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୧୫ ଅର୍ଥାତ୍‌ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କଛ୍‌ ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ସେ ରାଜ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି। ପିଏମ୍‌ଓ ଦ୍ୱାରା…

କବିତା: ଶୀତ

କିରଣ ମନୀଷା ମହାନ୍ତି ଶୀତଟା ଗୋଟେ ଜିଦିଆ ପ୍ରେମିକ ଭାରି ତାର ଜିଦି ତା ପାଖରେ ପାଇବାକୁ ମତେ ଯେମିତି ସନ୍ଧ୍ୟା ନଇଁଆସେ ଚଗଲା ପ୍ରେମିକ ସେ ମୋର ଚୁପ ଚାପ ଧାଇଁ ଆସେ ଆଖିରେ ଆଖି ମିଶେଇ ତା ଓଠର ସ୍ପର୍ଶରେ ମଧୁରତା ତା ଆଲିଙ୍ଗନ ରେ ନିଜର ପଣ ଭରି ମୋ ଦେହକୁ କୋଳେଇ…

୨୦୨୦ ସର୍ଭେ: ମହାମାରୀ ସମୟରେ ସ୍ମାର୍ଟଫୋନର ବ୍ୟବହାରରେ ବିପୁଳ ବୃଦ୍ଧି

ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀରେ ବ୍ୟବହାରକାରୀଙ୍କ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ବୃଦ୍ଧି ପାଇଛି ଏବଂ ଏହା ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅଧିକାଂଶ ଉପଭୋକ୍ତା ସେମାନଙ୍କର ସ୍ମାର୍ଟଫୋନ୍ ନିଶା ପାଇଁ ଚିନ୍ତିତ ଥିବା ନେଇ ଭିଭୋ ଏବଂ…

ରାଜ୍ୟରୁ ଆଉ ୪ ଜୀବନ ନେଲା ମହାମାରୀ, ମୋଟ୍ ମୃତ୍ୟୁସଂଖ୍ୟା ୧, ୮୧୧

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁସଂଖ୍ୟାକୁ ବି ନିୟନ୍ତ୍ରଣରେ ଆଣିଛି ଓଡ଼ିଶା । ଡେଥ୍ କେସ୍ ବଢୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ…