ପରଲୋକରେ ବଲିଉଡ୍ ଅଭିନେତା ଚନ୍ଦ୍ରଶେଖର
ମୁମ୍ବାଇ: ବଲିଉଡ୍ ଅଭିନେତା ଚନ୍ଦ୍ରଶେଖରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।
"ଚା ଚା ଚା", "ସୁରଙ୍ଗ" ଭଳି ଚଳଚ୍ଚିତ୍ରରେ ଅଭିନୟ ପ୍ରଦର୍ଶନ କରି ଅନେକ ପ୍ରଶଂସା ସାଉଁଟିଥିଲେ…