Latest Odisha News

BREAKING NEWS

ଫିଲ୍ମ ‘ତୁଫାନ୍‌’ର ନୂଆ ରିଲିଜ ଡେଟ୍‌ ଘୋଷଣା କଲେ ଫରହାନ୍‌

ମୁମ୍ବାଇ: ଅଭିନେତା ଫରହାନ ଅଖତର ତାଙ୍କର ଆଗାମୀ ଫିଲ୍ମ 'ତୁଫାନ'ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଫିଲ୍ମ ମେ ୨୧ରେ ରିଲିଜ ହେବାର ଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ରିଲିଜ ଡେଟ୍‌କୁ ସ୍ଥଗିତ ରଖାଯାଇଥିଲା। ତେବେ ଫିଲ୍ମ ବର୍ତ୍ତମାନ ଜୁଲାଇ ୧୬ ରେ…

ଇନ୍ଦୋରରେ ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୩୪ ବର୍ଷୀୟ ବ୍ୟକ୍ତି ଗ୍ରୀନ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣେ ବରିଷ୍ଠ ଡାକ୍ତର ମଙ୍ଗଳବାର କହିଛନ୍ତି। ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ କହିବା…

ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ

ନୂଆଦିଲ୍ଲୀ: ଆଜି ଖୋଲୁଛି ଐତିହାସିକ ଐତିହ୍ୟ ସ୍ଥଳୀ ତାଜମହଲ। ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି। ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ। ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟକ…

୩୦ ମିନିଟ୍‌ ଧରି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୋଲିସର ଜେରା

କୋଲକାତା: ଭେଟେରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ବୁଧବାର କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ମିଥୁନଙ୍କୁ ୧୦ ମିନିଟରୁ ୩୦ ମିନିଟରୁ ଅଧିକ ସମୟ ପଚରାଉଚରା କରାଯାଇଥିଲା ଏବଂ ତାଙ୍କ ବୟାନ ରେକର୍ଡ କରିଥିଲା।…

ଦିନ ସାଢ଼େ ଗୋଟାଏରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଘୋଷଣା ହୋଇପାରେ ଅନଲକ୍/ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସରୁଛି ଲକଡାଉନ୍ । ଆସନ୍ତାକାଲି ସକାଳ ୭ଟା ପରେ କଣ ହେବ । ଅନଲକ୍ ନେଇ ଘୋଷଣା କରିପାରନ୍ତି ସରକାର । ଆଜି ଦିନ ସାଢ଼େ ଗୋଟାଏରେ ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ପାରନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସେ ପ୍ରେସ ବିବୃତ୍ତି ଦେବେ । କଣ କହିବେ ମୁଖ୍ୟ…

ଜନ୍ମଦିନରେ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା

କୋଲକାତା: ଅଭିନେତାରୁ ରାଜନେତା ପାଟିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଆଜି ପଚରାଉଚରା କରିଛି କୋଲକାତା ପୋଲିସ । ଭିଡିଓ କନଫରେନ୍ସିଂରେ ତାଙ୍କୁ ଜେରା ଚାଲିଛି । ବିବାଦୀୟ ଭାଷଣ ଦେବା ନେଇ…

ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ମିଆଁମାରରେ ୩ଟି ନୂତନ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଆଲଫା, ଡେଲଟା ଏବଂ କାପା ଷ୍ଟ୍ରେନ୍‌ର ୧୧ ଟି ମାମଲା ରିପୋର୍ଟ ହୋଇଛି। ୧୧ ଟି ମଧ୍ୟରୁ ଗୋଟିଏ ୟାଙ୍ଗନ୍ ଏବଂ କାଲେରେ, ଚାରିଟି ମାନ୍ଦାଲେ, ତିନୋଟି ଦକ୍ଷିଣ…

ଭୁବନେଶ୍ୱରରେ ରାସ୍ତା ମଝିରେ ଜଳିଗଲା ସ୍କୁଟି

ଭୁବନେଶ୍ୱର: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି । ଚାହୁଁ ଚାହୁଁ କିଛି ସମୟ ଭିତରେ ସ୍କୁଟି ଜଳି ପୋଡ଼ି ଛାରଖାର ହୋଇଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ ।…

ବାଇକରେ ଲୁଚିଥିଲା ନାଗ ସାପ, ଫଣା ଟେକି ବାହାରିଲା

ଯାଜପୁର: ବାଇକରେ ଲୁଚିଥିଲା ନାଗ ସାପ । ସିଟ୍ ପୋଛିବା ବେଳେ ଦେଖିଥିଲେ ବାଇକ୍ ଆରୋହୀ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ବିରଜାପୁର ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକରୁ ଉଦ୍ଧାର ହୋଇଚି ଗୋଟିଏ ନାଗ ସାପ ।…

ରସୁଲଗଡ଼ ଓଭରବ୍ରିଜ ଉପରେ ପିସିଆର ଗାଡ଼ିକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା  । ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ । ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ପିସିଆର ଗାଡ଼ିକୁ ପଛ ପଟୁ…