Latest Odisha News

BREAKING NEWS

ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ବିଭ୍ରାନ୍ତିକର ବୟାନବାଜି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆରମ୍ଭରୁ କୃଷକ ଆନ୍ଦୋଳନକୁ ବିରୋଧ କରିଆସୁଛନ୍ତି। ସେ ଏହା ବିଷୟରେ ଅନେକ ଟ୍ୱିଟ୍ ମଧ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କର ଅନେକ ସେଲିବ୍ରେଟିଙ୍କ ସହ ଝଗଡା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ କୃଷକ ଆନ୍ଦୋଳନ ଏହାର ସ୍ରୋତରେ ଆଗକୁ…

ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲା: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାରେ ତଦନ୍ତ କରିବ ଭିଜିଲାନ୍ସ । ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ । ଜଣେ ଏସ୍‌ପି କିମ୍ବା ଏଏସ୍‌ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ…

ଭାରତ ବାୟୋଟେକ୍ ମାଗିଲା ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ଜରୁରୀକାଳିନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଭାରତରେ ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରେ ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭରତ ବାୟୋଟେକ୍ ଏହାର ଆଣ୍ଟି-କୋଭିଡ୍-୧୯ ଟିକା ପାଇଁ ଲୋଡ଼ିଛି ଜରୁରୀକାଳୀନ ବ୍ୟବହାର ଅନୁମତି । କେନ୍ଦ୍ରୀୟ ଔଷଧ ନିୟାମକରେ ଆବେଦନ କରିଛି ଭାରତ ବାୟୋଟେକ୍ । ଭାରତରେ…

ଦେଶରେ ୯୭ ଲକ୍ଷ ଟପିଲା କରୋନା ପଜିଟିଭ୍: ୨୪ଘଣ୍ଟାରେ ୨୬ ହଜାର ଆକ୍ରାନ୍ତ, ୩୮୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬ହଜାର ୫୬୭ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭ଲକ୍ଷ ୩ହଜାର ୭୭୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସଂକ୍ରମଣ ଚିହ୍ନଟର ୩୧୩ଦିନ ଭିତରେ…

ଆଜିଠୁ ବ୍ରିଟେନରେ କରୋନା ଟିକାକରଣ, ଲୋକଙ୍କୁ ଦିଆଯିବ ଫାଇଜର୍ ଟିକା

ଲଣ୍ଡନ: ଆଜିଠୁ ବ୍ରିଟେନରେ ଆରମ୍ଭ ହେଉଛି କରୋନା ଟିକାରରଣ ଅଭିଯାନ । ଲୋକଙ୍କୁ ଦିଆଯିବ ଚଲସଚ୍ଛରr / ଈସକ୍ଟଘକ୍ଟଗ୍ଧରମଷ ଦ୍ୱାରା ଉତ୍ପାଦିତ ଟିକା । ଫାଇଜର ଟିକାକୁ ବ୍ୟବହାର କରୁଥିବା ପ୍ରଥମ ଦେଶ ହେବ ବ୍ରିଟେନ । ସରକାର କହିଛନ୍ତି, ଏହି ଟିକା ପ୍ରଥମେ ଡାକ୍ତରଖାନାରେ ଯୋଗାଇ ଦିଆଯିବ । ପରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ; ଗମନାଗମନ ବାଧାପ୍ରାପ୍ତ

ଭୁବନେଶ୍ୱର: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ ପାଳନ କରୁଛନ୍ତି ଦେଶର ଶତାଧିକ କୃଷକ ସଂଗଠନ । ଆଉ ଏହି ଭାରତ ବନ୍ଦ ପ୍ରତିବାଦକୁ କଂଗ୍ରେସ ସମେତ ୧୮ଟି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା…

ହୁ ହୁ ହୋଇ ଜଳିଗଲା ଟ୍ରକ; ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର୍

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବାରେ ଘଟିଛି ଏକ ଅଭାବନୀୟ ଘଟଣା। ସର୍ଟ ସର୍କିଟରୁ ନିଆଁ ଲାଗି ଏକ ଟ୍ରକ ହୁ ହୁ ହୋଇ ଜଳିଯାଇଥିବା ସୂଚନା ମିଳିଛି I ସୁଚାନୁଯାୟୀ, ସୋମବାର ବିଳମ୍ୱିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝଇ ହୋଇ ଆସୁଥିବା ଏକ ଟ୍ରକରେ ଅଚାନକ ନିଆଁ…

ଦୃଷ୍ଟି ଶକ୍ତି ବଢାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଆଖି ଉପରେ ଆମ ଶରୀର ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦୈନନ୍ଦିନ ଜୀବନରେ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ଭାବେ ଉପୁଜିଲାଣି । ପ୍ରତିଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇବା ଯୋଗୁଁ ଆମ ଆଖି ଉପରେ ଅନେକ ପ୍ରଭାବ…

୨ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ; ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ୨ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଏହି ଛୁରାମାଡ ହୋଇଥିବା ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୮-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୮ ରିଖ ମଙ୍ଗଳବାର ବିଛା ୨୩ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…