Latest Odisha News

BREAKING NEWS

ହ୍ୱାଟସଆପରେ କରିପାରିବେ ଟିକା ସ୍ଲଟ୍ ବୁକିଂ, ଜାଣନ୍ତୁ କେମିତି କରିବେ

ନୂଆଦିଲ୍ଲୀ: କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ ଆହୁରି ସହଜ ହେଲା । ଏଣିକି ହ୍ୱାଟସଆପରେ ବି ସ୍ଲଟ୍ ବୁକିଂ କରିପାରିବେ । ମାତ୍ର କେଇ ମିନିଟରେ ଆପଣଙ୍କ ମୋବାଇଲରୁ ସ୍ଲଟ୍ ବୁକିଂ କରିହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏବେ ଆସନ୍ତୁ…

ବାଲୁକା କଳାରେ ଭାରତୀୟ ପାରା ଅଲିମ୍ପିଆନଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠାରୁ ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥିରେ ଅଂଶ ଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଭାରତୀୟ ପାରା…

ଓଡ଼ିଆ ଆଇଏଏସ୍ ଅଫିସର ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରରେ ଓଡ଼ିଆ ଆଇଏଏସ ଅଫିସରଙ୍କୁ ଗୁରୁ ଦାୟିତ୍ୱ । ରୁପା ମିଶ୍ର ହୋଇଛନ୍ତି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ । ତାଙ୍କୁ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ମିଳିଛି । ୨୦୦୪ ବ୍ୟାଚ୍ ଆଇଏଏସ୍ ଟପ୍ପର ରୁପା ମିଶ୍ର । ବର୍ତ୍ତମାନ ଜଳ ଶକ୍ତି ମିଶନ…

ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଭିଜିଲାନ୍ସ ରେଡ୍

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଲା ଭିଜିଲାନ୍ସ । ଭଦ୍ରକ ଓ ବରଗଡ଼ ଜିଲ୍ଲାରେ ଚଢ଼ାଉ । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ତାଙ୍କ ନାଁ ମଲ୍ଲିଲତା ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି…

ଓଡ଼ିଶାରେ ଆହୁରି ଖସିଲା: ଦୈନିକ କରୋନା ସଂକ୍ରମଣ ୬୦୦କୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମି କମି ଆସୁଛି । ଦୈନିକ ସଂକ୍ରମଣ ଆଜି ୬୦୦କୁ ଖସିଛି । ୨୪ ଘଣ୍ଚାରେ ଚିହ୍ନଟ ହୋଇଛନ୍ତି ୬୨୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୮୦ ଜଣ ଅଛନ୍ତି ୧୮ ବର୍ଷ ଭିତରେ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୩୬୬ ଆକ୍ରାନ୍ତ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ…

ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ, ଦମ୍ ଦେଖାଇବେ ଭାରତରୁ ୫୪ ଆଥଲେଟ୍

ଟୋକିଓ: ଆଜିଠି ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସର ୧୬ତମ ସଂସ୍କରଣ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ଜାପାନ ସମ୍ରାଟ ନାରୁହିତୋ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଚାଲିବ ପାରା ଅଲିମ୍ପିକ୍ସ । ଶାରୀରିକ ଓ ମାନସିକ ଭାବରେ ଭିନ୍ନକ୍ଷମଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭର…

କବିତା : ଅନାମିକା ପ୍ରେମିକା

ଶୁଭ୍ରାଂଶୁ ଶେଖର ମାହୁନ୍ତ ଏକୁଟିଆପଣକୁ ଆବୋରି ଅବଶିଷ୍ଟ ଆୟୁଷ ନେଇ ଜିଉଁଥିବା ବେଳେ ଦଲକାଏ ପବନ ପରି ହଠାତ୍ ମୋ ଜୀବନ ପରିଧିକୁ ଧଶେଇ ପଶିଆସିଲ ହେ ମୋର ଅନାମିକା ପ୍ରେମିକା, ତୁମ ପିରତିର ମଧୁର ସ୍ପର୍ଶରେ ଶିହରିତ କଲ ମୋ ତନୁମନକୁ ଅନାବିଳ ଦେହାତୀତ ପ୍ରଣୟର ଦ୍ବାହି ଦେଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୮-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୪ ରିଖ ମଙ୍ଗଳ ବାର ସିଂହ ୮ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୫ ଆଜିକୁ ଛାଡି  ଗତକାଲିକୁ  ମନ ଯାଉଥିଲା ବାରମ୍ବାର । ବର୍ତ୍ତମାନ ସର୍ବସ୍ଵ ହେଲାପରେ ପୁଣି ପଛକୁ  ଫେରିଯାଉଥିଲା ଥରକୁଥର। ଭବିଷ୍ୟତର ମୀନାର ଉପରେ ପାଦ ଥୋଇବାକୁ ଗଲାବେଳକୁ  ଅତୀତ,  ତଳକୁ ଟାଣି ଧରୁଥିଲା। ମିଠାମିଠା …

ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁ ହେଲା ନୂଆ ଶିକ୍ଷାନୀତି

ବେଙ୍ଗାଳୁରୁ : କର୍ଣ୍ଣାଟକରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ । ଜାତୀୟ ଶିକ୍ଷାନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ କର୍ଣ୍ଣାଟକ…