Latest Odisha News

BREAKING NEWS

କରୋନା ଭ୍ୟାକସିନ୍ ଲୁଟ୍ ଆଶଙ୍କା: କଡା ସୁରକ୍ଷା ମଧ୍ୟରେ ଡେଲିଭରୀ

ଲଣ୍ଡନ: ଆସନ୍ତାକାଲିଠାରୁ ବ୍ରିଟେନରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ହସ୍ପିଟାଲ ପର୍ଯ୍ୟନ୍ତ ଭ୍ୟାକସିନ୍ ପହଞ୍ଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି ଯେ, ଅପରାଧୀ ଗ୍ୟାଙ୍ଗ ଭ୍ୟାକସିନ୍ ପର୍ଯ୍ୟନ୍ତ…

ରାଜ୍ୟରେ କେତେ ବଢିଲା ବସ ଭଡ଼ା, ଜାଣନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ରେଟ୍ ବଢିବା ପରେ ପରେ ଏବେ ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ହୋଇଛି । ସୂଚନା ଅନୁଯାୟୀ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଅର୍ଡ଼ିନାରି ବସ ଭଡା ୭୨ରୁ ବଢ଼ି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡ଼ା ୭୫ ପଇସାରୁ ବଢ଼ି ୭୬ ପଇସା…

ମିଗ୍ -୨୯କେର ନିଖୋଜ ପାଇଲଟଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ନିଖୋଜ ମିଗ୍‌-୨୯କେ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ଭାରତୀୟ ନୌସେନା ନିଖୋଜ ମିଗ -୨୯କେ ପାଇଲଟ କମାଣ୍ଡର ନିଶାନ୍ତ ସିଂଙ୍କ ମୃତଦେହକୁ ସମୁଦ୍ରରେ ୭୦ ମିଟର ତଳୁ ଉଦ୍ଧାର କରାଯାଇଛି। ବ୍ୟାପକ ଅନୁସନ୍ଧାନ ପରେ ଏହା…

କାହିଁକି ଅଚାନକ ରେସ୍ତୋରାଁର ପ୍ଲେଟ୍‌ ଭାଙ୍ଗିବାକୁ ଲାଗିଲେ ଅର୍ପିତା ଖାନ୍‌?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ବଲିଉଡ ଚଳଚ୍ଚିତ୍ରର ଲୋକପ୍ରିୟ ଚେହେରା ହୋଇ ନଥିଲେ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚା ପରିସରଭୁକ୍ତ ହୋଇଥାନ୍ତି। ଅର୍ପିତା ବଲିଉଡର ମୁଖ୍ୟ ଷ୍ଟ୍ରିମ୍ ଠାରୁ ଦୂରରେ ଥାଇପାରେ, କିନ୍ତୁ କ୍ୟାମେରାର ନଜର ସବୁବେଳେ ତାଙ୍କ ଉପରେ ନଜର…

କୃଷକ ଆନ୍ଦୋଳନ; କ୍ରୀଡା ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ପହଞ୍ଚିଲେ ଏହି ଖେଳାଳି; ଅଧାରୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ସମାଜର ଅନେକ ବର୍ଗର ସମର୍ଥନ ପାଇଛନ୍ତି। ସୋମବାର ଦିନ, ବହୁ ପୂର୍ବତନ ତଥା ବର୍ତ୍ତମାନର ଖେଳାଳିମାନେ କୃଷି ନିୟମକୁ ବିରୋଧ କରି ପୁରସ୍କାର ଫେରସ୍ତ କରିବାକୁ ରାଷ୍ଟ୍ରୀୟ ଭବନ ଅଭିମୁଖେ ଯାତ୍ରା କରିଥିଲେ। ତେବେ ରାସ୍ତାରେ…

ରହସ୍ୟମୟ ରୋଗ କବଳରେ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ତେଲୁଗୁ ରାଜ୍ୟରେ ଆତଙ୍କ ଖେଳାଇଛି ଅଜଣା ରୋଗ । ଏଲୁରୁ ସହରରେ ୪୦୦ଜଣ ଏକ ରହସ୍ୟମୟ ରୋଗ କବଳରେ ପଡିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ରୋଗ ପଛରେ ପ୍ରକୃତ କାରଣ ଜଣାପଡିନଥଲାବେଳେ ଗତ ଶନିବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ…

କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ, ବାଘ ଛାଲ ,ବାଘ ମୁଣ୍ଡ ଜବତ

ଢେଙ୍କାନାଳ: କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ହୋଇଛି । ଏହି ସମୟରେ ବାଘ ଛାଲ ,ବାଘ ମୁଣ୍ଡ ସହିତ ହାତୀ ଦାନ୍ତ ଜବତ ହୋଇଛି । ଏହା ସହିତ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧୟରୁ ଜଣେ ଶିଶ୍ରକ ଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଚଢାଉ…

ନକଲି ନେତା : ନିରୀହ ଜନତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ - ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତି । ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି…

ଭାଙ୍ଗିଥିଲେ ଗୋଟିଏ, ନିର୍ମାଣ କଲେଣି ୯୦ ମସଜିଦ୍

ଭୁବନେଶ୍ୱର: ଦିନେ ସେ ସାଜିଥିଲେ ବିଶ୍ୱ ହିନ୍ଦୁ ପରିଷଦର ଦୃଢ ସମର୍ଥକ । ଭାଙ୍ଗିଥିଲେ ବାବ୍ରି ମସଜିଦ୍ । ଏଠି ଆମେ ହରିୟାଣା ବାସିନ୍ଦା ବଲବୀର ସିଂଙ୍କ କଥା ଉଲ୍ଲେଖ କରିଛୁ । ହେଲେ ଆଜି ବଲବୀର ସାଜିଛନ୍ତି ଇସଲାମ ଧର୍ମର ପ୍ରଚାରକ ତଥା ସମର୍ଥକ । ନୂଆ ପରିଚୟ ମହମ୍ମଦ ଆମିର ଭାବେ ସେ ନିର୍ମାଣ…

ଦେଶରେ ପ୍ରତ୍ୟେକ ପ୍ରାନ୍ତରେ ଟିକା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି ବାୟୁସେନା!

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ଶୀଘ୍ର ଆସିପାରେ। ଏଥିପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଯଥାଶୀଘ୍ର ଲୋକଙ୍କୁ ଏହି ଟିକା କିପରି ପହଞ୍ଚାଯିବ ସେନେଇ ସରକାର ବିଚାର କରୁଛନ୍ତି। ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ, ଭାରତୀୟ ବାୟୁସେନା ମଧ୍ୟ ଏଥିପାଇଁ ଅଣ୍ଟା ସଳଖିଲାଣି।…