ଆମେରିକାକୁ ଧମକ ଦେଲା ତାଲିବାନ
କାବୁଲ: ଆଫଗାନିସ୍ତାନ କବଜା କରିବା ପରେ ସୋମବାର ତାଲିବାନ ଆମେରିକାକୁ ଧମକ ଦେଇଛି । ନାଟୋ ଓ ଆମେରିକା ସେନା ଆଫଗାନିସ୍ତାନ ଛାଡି ସାରିଥିଲେ ମଧ୍ୟ ଦେଶରୁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଆଣିବା ପାଇଁ କିଛି ସେନା ଏଠାରେ ରହିଛନ୍ତି । କାବୁଲ ବିମାନ ବନ୍ଦରରେ ଥିବା ଏହି ସେନାମାନଙ୍କୁ ୩୧ ଅଗଷ୍ଟ…