Latest Odisha News

BREAKING NEWS

ମହାକାଶରେ ହେଲା ମୂଳା ଚାଷ

ୱାଶିଂଟନ୍: ଆକାଶରେ କରାଯାଇଛି ମୂଳା ଚାଷ । ଏପରି ପ୍ରଥମ ଥର ହୋଇଛି, କେହି ଜଣେ ମହାକାଶରେ ମୂଳା ଚାଷ କରିଛନ୍ତି । ଏହି କମାଲ କରି ଦେଖାଇଛନ୍ତି ନାସାର ମହାକାଶ ଯାତ୍ରୀ କେଟ୍ ରୁବିନ୍ସ । ସେ ମୂଳା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାକୁ ସଫଳ ମଧ୍ୟ କରିଛନ୍ତି । ସେ ପ୍ରଥମ ଥର ପାଇଁ…

ପରଲୋକରେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ର

ରାଉରକେଲା: ଆଜି ସକାଳେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ମେଳାପି ସ୍ୱଭାବର ରାଜେନ୍ଦ୍ର ଓଡିଶା ଗଣମାଧ୍ୟମରେ ଜଣେ ପରିଚିତ ଚେହେରା ଥିଲେ । ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ଦୀର୍ଘଦିନ ଧରି…

କୃଷକଙ୍କ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । କୃଷକଙ୍କ ଆନ୍ଦୋଳନକୁ ନେଇ ଆସନ୍ତା ୯ ତାରିଖରେ ପାୱାର ରାଷ୍ଟ୍ରପତିଙ୍କୁ ଭେଟିବେ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ…

ସୁପର ସଣ୍ଡେରେ ଟିମ୍ ଇଣ୍ଡିଆର କମାଲ: ଦ୍ବିତୀୟ ଟି-୨୦ ବିଜୟ ସହ ଆଗୁଆ ସିରିଜ୍ କବଜା

ସିଡନୀ: ଦିନିକିଆର ବଦଲା ଟି-୨୦ରେ ନେଲା ଭାରତ । ସୁପର ସଣ୍ଡେରେ କମାଲ କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଟି-୨୦କୁ ୬ ୱିକେଟରେ ଜିତିଲା ବିରାଟ ବାହିନୀ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଶିଖର ଧୱନ ଓ ଅଧିନାୟକ କୋହଲୀଙ୍କ ଦମଦାର ଇନିଂସ ଯୋଗୁ ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ତେଜୁଛି ବିବାଦ: ଫିଲ୍ମରେ ରାବଣଙ୍କ ସକରାତ୍ମକ ଭୂମିକାକୁ ବରଦାସ୍ତ କରାଯିବନି…

ନୂଆଦିଲ୍ଲୀ: ଫିଲ୍ମ 'ଆଦିପୁରୁଷ' ବିବାଦ ଘେରି ରହିଥିବା ଜଣାପଡିଛି। ମହାରାଷ୍ଟ୍ର ବିଜେପି ନେତା ରାମକଦମ କହିଛନ୍ତି ଯେ ଯଦି ଫିଲ୍ମ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିବାକୁ ଚେଷ୍ଟା କରେ ତେବେ ବିଜେପି ଏହାକୁ ବରଦାସ୍ତ କରିବ ନାହିଁ। ରାମକଦମ ତାଙ୍କ ବିବୃତ୍ତିରେ ଅଭିନେତା ସୈଫ ଅଲି ଖାନ ଏବଂ…

ଚମତ୍କାର ! ଏକ୍ସେଲ୍ ସିଟ୍‌ରେ ପେଣ୍ଟିଂ ବନାଉଛନ୍ତି ୮୦ ବର୍ଷୀୟ

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଏକ୍ସେଲ୍ । ସାରା ବିଶ୍ୱରେ ଏହି ସଫ୍ଟ ୱେର୍ ଜରିଆରେ ଲୋକେ ନିଜ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟରରେ କାମ କରିଥାନ୍ତି । ଖାସ୍ କରି ବାଲାନ୍ସ ସିଟ୍ ଓ ଗ୍ରାଫ୍ ପ୍ରସ୍ତୁତି ପାଇଁଏହାର ବ୍ୟବହାର ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଏକ୍ସେଲ୍‌ରେ ପ୍ରସ୍ତୁତ ହୋଇପାରେ…

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯…

ଚୀନ୍‌‌ ବିରୋଧରେ ଟ୍ରମ୍ପ ପ୍ରଶାସନର କଡା ପଦକ୍ଷେପ; ଚିନ୍ତାରେ ଚୀନ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଟ୍ରମ୍ପ ଯିବା ପୂର୍ବରୁ ଚୀନ୍ ପାଇଁ କ୍ରମାଗତ ଭାବେ ଶକ୍ତ ପ୍ରହାର କରି ଚାଲିଛନ୍ତି। ଆମେରିକାର ରାଷ୍ଟ୍ରପତି ଚାଇନାର ସର୍ବବୃହତ ସଫ୍ଟୱେର୍ ନିର୍ମାତା ଏମ୍‌ଆଇସି କମ୍ପାନୀ ଉପରେ ପ୍ରତିବନ୍ଧକ…

୨୭୫ ଦିନ ପରେ ଘରୁ ପାଦ କାଢିଲେ ଏହି ଅଭିନେତା

କେରଳ: ଲକ୍‌ଡାଉନ୍ ନିୟମ ଲାଗୁ ହେବାଠୁ ଏହି ଅଭିନେତା ଯେତେ ସମ୍ଭବ ଘରେ ରହିବାକୁ ଯୋଜନା କରିଥିଲେ । ସଫଳ ହୋଇଥିଲା ଯୋଜନା । ପାଖାପାଖି ୯ମାସ ତଥା ୨୭୫ ଦିନ ଘରେ ରହିବା ପରେ ଗତକାଲି ମଲୟାଲମ ଷ୍ଟାର୍ ମାମୁଟ୍ଟି ଘରୁ ପାଦ କାଢିଥିଲେ । ସଂଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ସେ ବାହାରେ ସୁଲୈମାନୀ…

କେଉଁ ଦଳ ପାଇଁ କଂଗ୍ରେସ ଛାଡିଲେ ଅଭିନେତ୍ରୀ ବିଜୟାଶାନ୍ତି ?

ହାଇଦ୍ରାବାଦ: ଅଭିନେତ୍ରୀରୁ ପଲିଟିସିଆନ୍ ପାଲଟିଥିବା ବିଜୟାଶାନ୍ତି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ୨୦୧୪ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଆସନ୍ତା ସୋମବାର ବିଜୟାଶାନ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ବିଜେପିରେ ଯୋଗଦେବା ସହ ସୋମବାର…