Latest Odisha News

BREAKING NEWS

ବାରହା ଶିକାର ଘଟଣାରେ ୩ ଅଟକ, ମାଂସ ଜବତ

କେନ୍ଦୁଝର : ବାରହା ଶିକାର କରି ମାଂସ ବିକ୍ରି କରୁଥିବା ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଗୋନାସିକା ଗ୍ରାମରୁ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ଏକ କିଲୋ ମାଂସ ସହିତ ଛୁରୀ ଓ ଟାଙ୍ଗିଆ ମଧ୍ୟ ଜବତ କରିଛି…

ଟୋକିଓ ପାରାଲିମ୍ପିକ୍ସ: ୨୫ ଅଗଷ୍ଟରୁ ଯାତ୍ରା କରିବେ ଭାରତର ୫୪ ଆଥଲେଟ୍

ଟୋକିଓ: ଭାରତର ଆଥଲେଟଙ୍କ ପାରା ଅଲିମ୍ପିକ୍ସ (୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର) ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏବେ ସେମାନେ ଟୋକିଓରେ ଭାରତ ପାଇଁ ପଦକ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ଭାରତରୁ ୫୪ ଆଥଲେଟ୍ ୯ଟି କ୍ରୀଡା ବିଭାଗ ଯଥା ତୀରନ୍ଦାଜୀ, ଆଥଲେଟିକ୍ସ (ଟ୍ରାକ୍ ଏବଂ…

ଆସନ୍ତାକାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ

ପୁରୀ : ସରିଲା ଅପେକ୍ଷା । ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସାରା ରାଜ୍ୟର ଶ୍ରଦ୍ଧାଳୁ । ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଥିଲା । ଏହାପରେ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ହେଲେ ଆସନ୍ତାକାଲି ଠାରୁ ଦୂର ହେବ…

ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର : ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବବିଦ୍ୟାଳୟ ସହ ଜଡ଼ିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ଗବେଷଣା ଓ ଶିକ୍ଷା ଭିତ୍ତିଭୂମିକୁ…

ପାଟଣାଗଡରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ ଆଶୀର୍ବାଦ ଯାତ୍ରା

ପାଟଣାଗଡ଼ : ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ଶେଷ ଦିନରେ ଏହି ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଗଙ୍ଗାସାଗର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ…

ଆରପାରିରେ ଭାରତର ମହାନ ଫୁଟବଲର ଶାହିଦ ହକିମ

ନୂଆଦିଲ୍ଲୀ: ମହାନ ଭାରତୀୟ ଫୁଟବଲ ସୟେଦ ଶାହିଦ ହକିମଙ୍କ ଆଜି ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୬୦ ଅଲିମ୍ପିକ୍ସରେ ସେ ଭାରତ ପକ୍ଷରୁ ଖେଳିଥିଲେ । ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡିତ ଥିବା ହକିମ ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୮୨…

ହରିୟାଣାରେ ସେପ୍ଟେମ୍ବର ୬ ଯାଏଁ ବଢ଼ିଲା ଲକଡାଉନ ଅବଧି

ଚଣ୍ଡିଗଡ଼ : ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ମାମଲା ଧିରେ ଧିରେ ସ୍ବାଭାବିକ୍ ହେଉଥିବା ବେଳେ, ହରିୟାଣା ସରକାର ବଢ଼ାଇଛନ୍ତି ଲକଡାଉନ୍ ଅବଧି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ଯାଏଁ ଲକଡାଉନ ଅବଧି ବଢ଼ାଇଛନ୍ତି ହରିୟାଣା ସରକାର । ନୂଆ ଗାଇଡଲାଇନ୍ ଅନୁସାରେ, କଟକଣାରେ କିଛିଟା କୋହଳ…

ପଞ୍ଜଶୀର ଅଭିମୁଖେ ତାଲିବାନ !

କାବୁଲ: ଆଫଗାନିସ୍ତାନ କବଜା କରିଥିବା ତାଲିବାନ ଏବେ ପଞ୍ଜଶୀର ଅକ୍ତିଆର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତାଲିବାନକୁ ବାରମ୍ବାର ପାଣି ପିଆଇଥିବା ପଞ୍ଜଶୀରା ଯୋଦ୍ଧା କିଭଳି ମୁକାବିଲା କରୁଛନ୍ତି ସେଥିପ୍ରତି ସାରା ବିଶ୍ୱର ନଜର ରହିଛି । ଏଠାରେ ଗଠନ କରାଯାଇଥିବା ନଦର୍ଣ୍ଣ ଆଲିୟାନ୍ସ…

ଆଫଗାନିସ୍ତାନରେ ସରକାର ଗଠନ ନେଇ ଚାଲିଛି ଆଲୋଚନା

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଘଡିକେ ଛୁଟୁଛି ଘୋଡା । ସରକାର ଗଠନ ନେଇ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ଓ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ସହ ଆଲୋଚନା ହୋଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଜେନରାଲ ବିସମିଲ୍ଲା ମହମ୍ମଦି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ…

ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଭୟରେ ଗ୍ରାମବାସୀ

ଯାଜପୁର : ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଭୟରେ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଗତ ଦୁଇ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଗାଁ ଲୋକ…