Latest Odisha News

BREAKING NEWS

ଭତରକନିକାରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୭ ଦିନ ଧରି ଚାଲିବ ପକ୍ଷୀ ଗଣନା । ଏହି କାମରେ ନିୟୋଜିତ ଅଛନ୍ତି ୨ଟି ଟିମ୍ । ପ୍ରତି ଟିମ୍‌ରେ ୭ ଜଣ ଲେଖାଏ ସଦସ୍ୟ ଦେଶୀୟ ପକ୍ଷୀ ଗଣନା କରିବେ । ମୌସୁମୀ ସିଜିନରେ ଦେଶୀୟ ପକ୍ଷୀଙ୍କ ସମାଗମ…

ଦିଲ୍ଲୀ ବାହୁଡ଼ିବେ ଅଶ୍ୱିନୀ ବୈଷ୍ଣବ: ଓଡ଼ିଶାରେ ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଜନ ଆଶୀର୍ବାଦ ଯାତ୍ରାରେ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିଲ୍ଲୀ ବାହୁଡ଼ିବେ । ୪ ଦିନିଆ ଓଡ଼ିଶା ରହଣିରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ । ମାରାଥନ୍ କାର୍ୟ୍ୟକ୍ରମରେ ରାୟଗଡ଼ା, କୋରାପୁଟ,…

ଆଜିଠୁ ଭୁବନେଶ୍ୱରରେ ଖୋଲିଲା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିଛି ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣାରେ ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିନାହିଁ । ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ । କୋଭିଡ୍ ନିୟମ ମାନି…

ଆଜି ରାଜ୍ୟରୁ ୭୬୧ କରୋନା ପଜିଟିଭ୍, ୦-୧୮ ବର୍ଷ ଭିତରେ ୧୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ଏଣିକି ହଜାରେ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୬୧ ସଂକ୍ରମିତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ୧୦୧ ଜଣ ଅଛନ୍ତି । ମୋଟ୍ ସଂକ୍ରମିତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୪୩ ଜଣ ଚିହ୍ନଟ ହୋଇଥିବା…

ଆଜିଠୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଭଦ୍ରକ: ଆଜିଠୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ । କରୋନା କଟକଣାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା କରିଛି । ମସସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା…

ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, କଟକଣାରେ କାଳିଆ ଦର୍ଶନ

ପୁରୀ: ପାଖାପାଖି ୪ ମାସ ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦର୍ଶନ ମିଳିଲା । ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ସର୍ବସାଧାରଣ ଦର୍ଶ ପାଇଁ ଆଜି ଶ୍ରୀମନ୍ଦିର ଖୋଲିଛି । କରୋନା କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଭକ୍ତିରେ ଭିଜି ଯାଇଛନ୍ତି । ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦେଖି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୩-୮-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଅଗଷ୍ଟ ତା ୨୩ ରିଖ ସୋମବାର ସିଂହ ୭ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର ଆଜିର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅରୁଣିମାର ସ୍ବପ୍ନ  ପୂର୍ବ ଚିଠିରେ ସୂଚେଇ ଥିଲି ତାରା ଖଚିତ ଆକାଶର ଉଜ୍ଜ୍ଵଳତା କୋମଳ ଜ୍ୟୋତ୍ସ୍ନାର ସ୍ନିଗ୍ଧ ଶୀତଳ ସ୍ପର୍ଶ ତନ୍ମଧ୍ୟରେ ତୁମ ଦୁଇ କଥାକୁହା ଆଖିର ଅପୂର୍ବ ମାଦକତା । ତୁମ ସହ ସମ୍ପର୍କୀକୃତ ହେଲା ପରେ ଉପଲବ୍ଧିରେ ନେଇ ସାରିଛି କେତେବେଶି ଅଲୌକିକ ଲାଗେ କ୍ଷୀଣ ଆଲୋକର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୧୪ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୪ ସି. ସି .ଟିଭି କ୍ୟାମେରାର  ଫୁଟେଜ ଦେଖି ଜାଣିଲା  ରଞ୍ଜୁ ଅନେକ  କିଛି।  ନିୟମିତ  ଯିବା ଆସିବା  ସହ କାମ ଠିକ୍ ହେଉଛି । ଡକ୍ଟର ସବୁବେଳେ ଅସ୍ତିସୂଚକ କଥା କହୁଛନ୍ତି। ମନଟା ଯାହା ମାନୁନି। କେବେ ଯେ  ଠିକ୍  ହବ…

କବିତା : ଡୋର

ବିଭୁଦତ୍ତ ନାୟକ  ଗୋଟିଏ ମାନ୍ୟତାରେ ବନ୍ଧା ବହୁତ କିଛି ଏଠି, ରକ୍ତ ଏବଂ ହୃଦୟ ମେଘ ଆଉ ସମୁଦ୍ର ଶାଳଗ୍ରାମ ଓ ପଥର ଯିଏ ଯେତିକି ମାନିବ ତା ପାଇଁ ସେତିକି ଗାଢ଼ ରଙ୍ଗ ଆଉ ମହକ ସମ୍ପର୍କର। ଅନେକ କିଛି ଅପୂର୍ଣ୍ଣ ଏଠି ଜଙ୍ଗମ ସ୍ଥାବର ମଣିଷ ଈଶ୍ୱର ହୁଏତ, କିଛି ବି…