Latest Odisha News

BREAKING NEWS

ସୈତାନ ସ୍ୱାମୀ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ: ସ୍ୱାମୀ ସାଜିଲା ସୈତାନ । ଯାହାକୁ ସାତ ଜନ୍ମର ସାଥି କରିଥିଲା କ୍ଷଣକ ରାଗରେ ତାକୁ ନିର୍ମତ ଭାବରେ ହତ୍ୟା କରିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ପୋଡାଡ଼ିହି ବସ୍ତିରେ । ଘରୋଇ କଳହକୁ…

୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଜଣଙ୍କୁ ବାନ୍ଧିଲା ଏସିଟିଏଫ୍

କଟକ: ଚୋରା ଚାଲାଣ ବେଳେ ଚନ୍ଦନ କାଠ ଜବତ । ୪ କ୍ୱିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା ମିଳିଛି । ୩ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଡାଳିଯୋଡା ଜଙ୍ଗଲରୁ ଏତେ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ କରିଛି…

ଦେଶରେ ୯୫ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୯୦ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ କେସ୍ । ଦୈନିକ ସଂକ୍ରମଣ କମ୍, ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ହଜାର ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ହଜାର ୯୧୬ ସଂକ୍ରମିତ । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୯୫ଲକ୍ଷ ୭୧ହଜାର…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କାନବେରା: ଆଜିଠୁ ଭାରକ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜି । ଦିନିକିଆରେ ୨-୧ରେ ସିରିଜି ହାରିବା ପରେ ଟି-ଟ୍ୱେଣ୍ଟିରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କୋହଲି ବାହିନୀ । କାନବେରାରେ ଆଜି ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ୱେଣ୍ଟିରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ…

ନାବାଳିକାକୁ ଚକୋଲେଟ ଦେଇ ଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ରାଇପଲି ଗ୍ରାମରୁ ଆସିଛି ନାବାଳିକା ଦୁଷ୍କର୍ମ ଅଭିଯୋଗ। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାନୁସାରେ, ୭ ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଚକୋଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ…

ଦେଶରେ କରୋନା ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି କ'ଣ ରହିଛି ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ଭ୍ୟାକସିନ୍ ପ୍ଲାନ ସମ୍ପର୍କରେ ବି…

ଚୌଦ୍ୱାରରେ ହାତୀ ଆକ୍ରମଣ; ଜଣେ ମୃତ

ଚୌଦ୍ୱାର: ଚୌଦ୍ବାର ଥାନା ଅଞ୍ଚଳରେ ହାତୀ ଉତ୍ପାତ। ଚୌଦ୍ୱାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, କଟକ ଜିଲ୍ଲା ଚୌଦ୍ବାର ଥାନା ଯାଜଭୈରବ ନୂଆଗାଁ ଭାରଣ୍ଡିରେ ଆତଙ୍କ ଖେଳାଇ ଦେଇଛନ୍ତି ହାତୀ ପଲ। ଶୁକ୍ରବାର ଭୋର ସମୟରେ ୧୨ଟିକିଆ…

ମଧ୍ୟରାତ୍ରୀରେ ଥରି ଉଠିଲା ମୟୂରଭଞ୍ଜ ଓ ବାଲେଶ୍ଵର

ମୟୁରଭଞ୍ଜ/ବାଲେଶ୍ଵର: ଓଡିଶାରେ ମୃଦୁ ଭୂକମ୍ପର ଝଟକା । ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ସୁଚାନୁଯାୟୀ, ରାତି ପ୍ରାୟ ୨ଟା ୧୩ ମିନିଟ୍ ପାଖାପାଖି ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୯…

ଆଜି ଭାରତୀୟ ନୌ-ସେନା ଦିବସ

ପ୍ରତି ବର୍ଷ ଡିସେମ୍ବର‌ ୪ ତାରିଖରେ ଜାତୀୟ ‘ନୌ-ସେନା ଦିବସ’ ପାଳିତ ହୁଏ। ଡିସେମ୍ବର‌ ୪, ଆମ ପାଇଁ ଏକ ବିଜୟ ଦିବସ ମଧ୍ୟ। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌ-ସେନାର ଅବଦାନ ଅତୁଳନୀୟ। ସପ୍ତଦଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କୁ ‘ଭାରତୀୟ ନୌ-ସେନାର ଜନକ’ କୁୁହାଯାଏ।  …

ବନ୍ଦ ହୋଇଗଲା ଏସବିଆଇ ୟୋନୋ ଆପ୍

ମୁମ୍ବାଇ: ବନ୍ଦ ହୋଇଗଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ' । ଏନେଇ ଏସବିଆଇ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କିଙ୍ଗ ଆପ୍‌ ନ…