Latest Odisha News

BREAKING NEWS

ବିଶ୍ୱକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7

ଲଣ୍ଡନ: ବିଶ୍ବକୁ ୧ ବିଲିୟନ୍‌ ଡୋଜ କରୋନା ଟିକା ଦେଇପାରେ G7। ଏ ନେଇ ବ୍ରିଟେନ ପକ୍ଷରୁ ଘୋଷଣା କରାଯାଇଛି। ଦକ୍ଷିଣ-ପଶ୍ଚିମ ଇଂଲଣ୍ଡରେ G7 ଶିଖର ସମ୍ମିଳନୀ ଆୟୋଜନ କରୁଥିବା ବ୍ରିଟେନ ଆହୁରି ମଧ୍ୟ କହିଛି ଯେ ଆସନ୍ତା ବର୍ଷ ମଧ୍ୟରେ ଏହା ଅତି କମରେ ୧୦୦ ନିୟୁତ ସରପ୍ଲସ୍ ଡୋଜ ଦାନ…

ଟିଭି ଡିବେଟରେ ପିଟାପିଟି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିଭି ଡିବେଟର୍ ହାତାହାତି । ଦୁଇ ଅତିଥିଙ୍କ ଭିତରେ ପିଟାପିଟି । ଜଣଙ୍କୁ ଆଉ ଜଣେ ମାରିଛନ୍ତି ଶକ୍ତ ଚାପୁଡ଼ା । ପାକିସ୍ତାନର ଟିଭି ସୋରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍…

ସୋନୁଙ୍କୁ ଭେଟିବା ଲାଗି ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇ ଗଲେ ଯୁବକ

ମୁମ୍ବାଇ: ଶ୍ରମିକଙ୍କ ଭଗବାନ ଅଭିନେତା ସୋନୁ ସୁଦ। ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସୋନୁ। ଅନେକ ନିରାଶ୍ରୟଙ୍କ ଆଶ୍ରୟ ପାଲଟିଛନ୍ତି ସେ। ତାଙ୍କର ଏଭଳି ମେନାଭାବ ଯୋଗୁ ଅନେକ ଲୋକଙ୍କ ହୃଦୟରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକୃତ କରିପାରିଛନ୍ତି। ଗୁରୁବାର…

ଫ୍ରେଂଚ ଓପନ ଟେନିସ: ପାଭେଲଚେଙ୍କୋଭ-ବାରୋବାରା ମଧ୍ୟରେ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା ଚୁଡାନ୍ତ ହୋଇଛି । ବିଶ୍ୱର ୩୧ ନମ୍ବର ଖେଳାଳି ରୁଷିଆର ଆନାସ୍ତାସିଆ ପାଭେଲଚେଙ୍କୋଭ ଓ ଚେକ ଗଣରାଜ୍ୟର ୮୧ ନମ୍ବର ମାନ୍ୟତାପ୍ରାପ୍ତ ବାରୋବାରା କ୍ରେଜାକିକୋଭା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।…

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଟିଭିର ‘ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ମ୍ୟାନ୍‌’ ହୋଇଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: 'ଦ ଟାଇମ୍ସ ମୋଷ୍ଟ ଡିଜାୟାରଏବଲ୍‌ ମ୍ୟାନ୍‌ ଅନ୍‌ ଟେଲିଭିଜନ ୨୦୨୦'ର ତାଲିକା ପ୍ରକାଶ ପାଇଛି। ୨୦ ଜଣ ପୁରୁଷ ଏହି ତାଲିକାରେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଟେଲି ଆକ୍ଟର ସିଦ୍ଧାର୍ଥ ଶୁକ୍ଲା ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ଏହି ତାଲିକାରେ ଶୀର୍ଷରେ…

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା, ୬ ନୂଆ ମୁହଁ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ୬ ନୂଆ ମୁହଁ ଦେବଦତ ପାଡିକଲ, ରୁତୁରାଜ…

କ୍ରମାଗତ ଚତୁର୍ଥ ଦିନରେ ଦେଶରେ ଲକ୍ଷେରୁ କମ୍ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ଲଗାତାର ଚତୁର୍ଥ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୧ହଜାର ୭୦୨ ପଜିଟିଭ୍ । ଦୈନିକ ପିଜିଟିଭ୍ ହାର ଖସୁଛି । ଆଜି ପଜିଟିଭ୍ ହାର ରହିଛି ୪.୪୯% । ଗତ ୧୮ ଦିନ ହେବ…

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକରେ କଂଗ୍ରେସର ଗଣଧାରଣା

ଭଦ୍ରକ: କରୋନା କାଳରେ ଖାଉଟିଙ୍କ ମହଙ୍ଗା ମାଡ଼ । ତୈଳଦର ହୁ ହୁ ହୋଇ ବଢୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ବି ବଢୁଛି । ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ୪ ଘଣ୍ଟିଆ ଗଣଧାରଣ ଦିଆଯାଉଛି । କେନ୍ଦ୍ର ସରକାରଙ୍କ…

ଓଡ଼ିଶାରୁ ଆଜି କରୋନା ନେଲା ୪୩ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୪୦ ତଳକୁ କମୁନି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୧୭ ଜିଲ୍ଲାରୁ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ…