Latest Odisha News

BREAKING NEWS

ଦ୍ୱିତୀୟ ଡୋଜ ଟିକା ନେବା ପରେ ଶରୀରରେ ଉତ୍ପନ ହେଲା ଚୁମ୍ବକୀୟ ଶକ୍ତି; ସହଜରେ ଲାଗି ଯାଉଛି ଷ୍ଟିଲ୍‌ ଓ ଲୁହା ଜିନିଷ

ନାସିକ: କୋଭିଡ୍‌-୧୯ ବିରୁଦ୍ଧରେ ଟିକାକରଣକୁ ‌ସମଗ୍ର ଦେଶରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। କୋଭିଡ୍‌ ଟିକା ନେଇଥିବା ଲୋକଙ୍କଠାରେ ଅନେକ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଜ୍ୱର, ବାନ୍ତି, ଥଣ୍ଡା, ମୁଣ୍ଡବିନ୍ଧା ଟିକା ନେଲେ ଏମିତି ସବୁ ସାଧାରଣ ପାର୍ଶ୍ବ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ବୃଦ୍ଧି କରାଯାଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଏନେଇ ପୁଣି ଦାବି କରିଛନ୍ତି ରାଜ୍ୟ ସରକାର । ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ ଏମଏସପି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ…

ସ୍ବପ୍ନରେ ସାପ, ବିଲେଇ ଓ ବାଘ ଦେଖିବା କି ସଙ୍କେତ ଦେଇଥାଏ…

ନୂଆଦିଲ୍ଲୀ: ସ୍ୱପ୍ନର ଦୁନିଆକୁ କେହି ଠିକ୍ ସେ ବୁଝିପାରନ୍ତି ନାହିଁ। ଯଦିଓ ବାସ୍ତବତା ସହିତ ସ୍ୱପ୍ନର ସିଧାସଳଖ ସମ୍ପର୍କ ନାହିଁ ତଥାପି ଏହା ବେଳେ ବେଳେ ପୂର୍ବାଭାସାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁ ଦେଖିବାର ଅର୍ଥ କ'ଣ? ସ୍ୱପ୍ନରେ ଆକାଶର ତାରାକୁ ଛୁଇଁବା…

ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ, ବଢିଲା ସର୍ଭିସ୍ ଚାର୍ଜ

ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ । ବଢିଲା ସର୍ଭିସ୍ ଚାର୍ଜ । ଏଟିଏମ୍ ମେସିନରୁ ନଗଦ ଟଙ୍କା ଉଠାଇବା କିମ୍ବା ଅଣ-କାରବାର ନେଣଦେଣ ପାଇଁ ଅଧିକ ଦେୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କରୁ ସବୁଜ ସଙ୍କେତ ପାଇବା ପରେ ବର୍ତ୍ତମାନ ବ୍ୟାଙ୍କ ଗୁଡିକ ଏଟିଏମରୁ ନଗଦ…

ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବ ବୋଲି ସୂଚନା ଦେଇଛି…

‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା…

ଟିଏମସି ଫେରିଲେ ମୁକୁଲ ରୟ, ୨୦୧୭ରେ ଛାଡିଥିଲେ

କୋଲକାତା: ବିଜେପି ଛାଡି ପୁଅ ଶୁଭ୍ରାଂଶୁଙ୍କ ସହ ପୂର୍ବ ଦଳ ଟିଏମସି ଫେରିଛନ୍ତି ମୁକୁଲ ରୟ। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଘୋରର ଛେଲେ ଘୋର ଫିରଲୋ। ମୁକୁଲ ଅନ୍ୟମାନଙ୍କ ପରି ଦେଶଦ୍ରୋହୀ ନୁହଁନ୍ତି ବୋଲି ସେ କହିଛନ୍ତି। ଏନେଇ ମୁକୁଲ…

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଏହି ରୁଟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ୦୫୬୪୪/୦୫୬୪୩…

ଆମେରିକାର ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକାର ମିନ୍ନେସୋଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ । ହିନ୍ଦୁ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭର ମେୟର ମାର୍କ…

ହିମାନ୍ତ, ସିନ୍ଧିଆ, ପ୍ରସାଦ ଏବଂ ଭବିଷ୍ୟତରେ ବୋଧହୁଏ ପାଇଲଟ୍ ଓ ଦେଓରାଙ୍କ ଭଳି ଯୁବ ନେତାମାନେ କାହିଁକି କଂଗ୍ରେସରୁ…

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସଠାରୁ ଆଜିକାଲି ଯୁବ ନେତାମାନେ ଦୂରେଇ ଯିବାରେ ଲାଗିଛନ୍ତି । ଦଳ ଏପରି ଏକ ସ୍ଥିତିରେ ଠିଆ ହୋଇଛି ଯେଉଁଠି କି ରାହୁଲ ଗାନ୍ଧୀଙ୍କ ସହିତ ହାତଗଣତି ତିନି କିମ୍ବା ଚାରି ଜଣ ଯୁବ କଂଗ୍ରେସ ନେତା ରହିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ…