Latest Odisha News

BREAKING NEWS

ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ସବୁଠୁ ପସନ୍ଦର ଟେଲିକମ୍ କଂପାନି ଭାବେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ରାଜ୍ୟରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୧.୮% ବଜାର ଅଂଶ ହାସଲ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ…

ଏହି ଦେଶରେ କରୋନାଠାରୁ ବଳିଗଲା ଆତ୍ମହତ୍ୟାର ପ୍ରକୋପ; ଏଠାରେ ଆତ୍ମହତ୍ୟା ଯୋଗୁ ଯାଉଛି ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଏହି ମହାମାରୀ ହେତୁ ଅନେକ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜାପାନରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍‌ନାକୁ ଆସିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଜାପାନରେ…

ଆସନ୍ତୁ ଜାଣିବା ଅମିତା କିପରି ଆଦିତ୍ୟ ହୋଇଗଲେ

ଅହମ୍ମଦାବାଦ: ଗୁଜରାଟର ଅମରେଲୀ ଜିଲ୍ଲାର ମୁଂଜିୟାସାରି ଗ୍ରାମର ଅମିତା ଲିଙ୍ଗ ପରିବର୍ତନ କରି ଆଦିତ୍ୟ ପଟେଲ ହୋଇ ପାରିଛନ୍ତି । ଅମିତା ୩୧ ଜାନୁୟାରୀ ୧୯୯୪ରେ ଜଣେ ଝିଅ ଭାବେ ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ସେ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନ ଯାପନ କରୁଥିଲେ । ଜଣେ ଭଲ ଭଜନ ଗାୟିକା…

ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍ ‌ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ସେମାନଙ୍କଠାରେ କରୋନା ଜନିତ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ଉଭୟ କରୋନା ପରୀକ୍ଷା କରାଇଥିଲେ ଏବଂ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।…

ହିରଣ୍ମୟୀର ଚତୁର୍ଥ ଜୟନ୍ତୀ ଆସର ଓ ଯୁବକବି ସମ୍ମିଳନୀ

ଚେନ୍ନାଇ:ସୃଜନୀ ପରିବାର ଚେନ୍ନେଇର ଇ ସାହିତ୍ୟ ପତ୍ରିକା " ହିରଣ୍ମୟୀ"ର ଚତୁର୍ଥ ଜୟନ୍ତୀ ଆସର ଓ ଯୁବକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଭାଷା ଆପଣାନ୍ତୁ ଅଭିଯାନର ରାଜ୍ୟ ସଭାପତି ଯୁବକବି ଆଶିଷ ମିଶ୍ରଙ୍କ ପୌରୋହିତ୍ୟରେ ଗତିଶୀଳ ଆସରରେ ସୃଜନୀ ପରିବାର ଚେନ୍ନେଇର ସମ୍ପାଦକ ଅଶୋକ…

ହେ ଦୀନବନ୍ଧୁ…

ଜୟଶ୍ରୀ ଦାଶ ଆଶାର ବାରିଧି କ୍ଷମାର ଜଳଧି କରୁଣାକର ସାତସିନ୍ଧୁ, ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ ବର୍ଷୁଥିବ କୃପାବିନ୍ଦୁ । ନୁହେଁ ପ୍ରେମମୟୀ ବୃଷଭାନୁ ଜେମା ଅବା କୃଷ୍ଣପ୍ରାଣ ମୀରା, ତୋ ପାଦ ଯୁଗଲେ ସମର୍ପି ଦେଇଛି ମୋର ଜୀବନ ପସରା । ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ…

ଥାଇଲାଣ୍ଡ୍‌ରେ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ କଙ୍କାଳ ଠାବ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌‌ର ଅନୁସନ୍ଧାନକାରୀମାନେ ପ୍ରାୟ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ର କଙ୍କାଳ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ସଂପୂର୍ଣ୍ଣ ସୁରକ୍ଷିତ। ଏହି କଙ୍କାଳଟି ବ୍ୟାଙ୍କକ୍ ର ପଶ୍ଚିମ ସାମୁଟ୍ ସାଖୋନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସନ୍ଧାନକାରୀମାନେ ଖନନ ପରେ ପ୍ରାୟ ୮୦…

ଶିବସେନାରେ ମିଶିବେ ରଙ୍ଗୀଲା ଗାର୍ଲ

ମୁମ୍ବାଇ: ଫିଲ୍ମ ଅଭିନେତ୍ରୀ ତଥା ରଙ୍ଗୀଲା ଗାର୍ଲ ଭାବେ ପରିଚିତ ଉର୍ମିଳା ମାତୋଣ୍ଡୋକର ସୋମବାର ରାଜନୀତି ପାର୍ଟି ଶିବସେନାରେ ମିଶିବେ ବୋଲି ଘୋଷଣା କରିଛନ୍ତି । ଗତ ବର୍ଷ ସେ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହାର ଫାଇଦା କିଛି ହୋଇ ନ ଥିଲା । ସେ ଶୋଚନୀୟ ଭାବେ…

ଅନୁଭୂତିର କଳାତ୍ମକ ପ୍ରକାଶ ହିଁ ସାହିତ୍ୟ: ରବି ପଣ୍ଡା

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ରବି ପଣ୍ଡା ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ ଲେଖାଯାଇଥିଲେ ହେଁ…

ଦୁନିଆର ସବୁଠୁ ଦାମୀ ବ୍ୟାଗ ଲଞ୍ଚ; ମୂଲ୍ୟ ୫୩ କୋଟି

ନୂଆଦିଲ୍ଲୀ: ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ୍ କରିଛି। କମ୍ପାନୀ ଏହି ବ୍ୟାଗକୁ ନିକଟରେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହେଉଛି ୫୩ କୋଟି ଟଙ୍କା। ସମୁଦ୍ରକୁ ବଞ୍ଚାଇବା ପାଇଁ ସଚେତନତା ଅଭିଯାନ ଅଧୀନରେ ଏହି ବ୍ୟାଗ ତିଆରି କରାଯାଇଛି।…