Latest Odisha News

BREAKING NEWS

୨୦ କମ୍ପାନୀ ବିରୋଧରେ କୋର୍ଟର ଆଶୟ ନେବେ ପିଭି ସିନ୍ଧୁ !

ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ପଦକ । ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଏହାର ଫାଇଦା ଉଠାଇ କେତେକ କମ୍ପାନୀ ଓ ବ୍ରାଣ୍ଡ ସିନ୍ଧୁଙ୍କ ନାମ ଏବଂ…

ଖୋଲିଲା ରାୟଗଡାର ପ୍ରସିଦ୍ଧ ମଝିଘରିଆଣୀଙ୍କ ପୀଠ

ରାୟଗଡ଼ା : ଖୋଲିଲା ରାୟଗଡ଼ାର ପ୍ରସିଦ୍ଧ ମଝିଘରିଆଣୀଙ୍କ ମନ୍ଦିର । ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଅନୁମତି ଦେବା ପରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ । ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କରୋନା କଟକଣାକୁ କଡ଼ାକଡି କରିବାକୁ…

ମହାନ ଫୁଟବଲ ଖେଳାଳି ଗର୍ଡ ମୁଲରଙ୍କ ପରଲୋକ

ନୂଆଦିଲ୍ଲୀ: ଫୁଟବଲ ଦୁନିଆର ମହାନ ଖେଳାଳି ଗର୍ଡ ମୁଲରଙ୍କ ଆଜି ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଜର୍ମାନୀର ଏହି ଖେଳାଳି ଆନ୍ତର୍ଜାତୀୟ ମୁକାବିଲାରେ ୬୨ ମ୍ୟାଚ ଖେଳି ୬୮ ଗୋଲ ସ୍କୋର କରିଥିଲେ । ଲୋକପ୍ରିୟ କ୍ଲବ ବେୟର୍ଣ୍ଣ ମ୍ୟୁନିକ ପାଇଁ ସେ ଐତିହାସିକ ପ୍ରଦର୍ଶନ କରିଥିଲେ । କ୍ଲବ…

ଅନୀସ ବଜମିଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ଅନୀସ ବଜମିଙ୍କ ଆଗାମୀ କମେଡି ଫିଲ୍ମରେ ଅଭିନୟ କରିବେ ବଲିଉଡର ଭାଇଜାନ ସଲମାନ ଖାଁ । ଏଥିରେ ସେ ପ୍ରେମ ଭୂମିକାରେ ଅବତୀର୍ଣ୍ଣ ହେବେ । କ୍ୟାରିୟରରେ ୧୫ତମ ଥର ପାଇଁ ସଲମାନଙ୍କ ସ୍କ୍ରିନ ନାମ ପ୍ରେମ ହେବାକୁ ଯାଉଛି । ପୂର୍ବରୁ ଅନୀସଙ୍କ ରେଡୀ ଓ ନୋ ଏଂଟ୍ରି ଫିଲ୍ମରେ ସଲମାନ ଅଭିନୟ…

ବିଷମକଟକ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର : ରାୟଗଡ଼ା ବିଷମକଟକ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ…

ସ୍ୱାମୀଙ୍କ ଗିରଫ ପରେ ପ୍ରଥମ ପୋଷ୍ଟ ସେୟାର୍‌ କଲେ ଶିଳ୍ପା

ମୁମ୍ବାଇ: ଗତ ମାସରେ ମୁମ୍ବାଇ ପୋଲିସ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ଓ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସେ ଚଳିତ ମାସ ଆରମ୍ଭରେ ଏହି ମାମଲାରେ ନୀରବତା ଭଙ୍ଗ କରିବା ପରେ ସେ ଆଜି ତାଙ୍କର ପ୍ରଥମ ପୋଷ୍ଟ ସେୟାର…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁ ଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ରବିବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ…

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ: ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍‌ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍‌ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ…

ଲୋକପ୍ରିୟ ଗାୟିକା ଜଗଜିତ୍ କୌରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ସ୍ୱର୍ଗତ ସଂଗୀତ ରଚୟତା ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ ଆଜି ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ରବିବାର ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଅନେକ ଲୋକପ୍ରିୟ ଗୀତ…

ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କ; ତାଲିବାନ କବ୍‌ଜାରେ ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଜଣେ ଆଇନଜୀବୀ ଏବଂ ତାଲିବାନ କହିଛନ୍ତି ଯେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ କବ୍‌ଜାକୁ ନେଇଛି। ବିଦ୍ରୋହୀମାନେ ରବିବାର ଦିନ ମୈଦାନ ୱାର୍ଡକର ରାଜଧାନୀକୁ…