କିପରି ଆରମ୍ଭ ହେଲା ବିଶାଲ-ଶେଖରଙ୍କ ସଂଗୀତ ଯାତ୍ରା, କାହିଁକି ତାଙ୍କୁ ସଫଳ ଯୋଡି ଭାବେ ବିବେଚନା କରାଯାଏ
ମୁମ୍ବାଇ: ଗାୟକ ଶେଖର ରବିଜାନି ବଲିଉଡର ଜଣେ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ। ଆଜି ହେଉଛି ତାଙ୍କ ୪୨ ତମ ଜନ୍ମଦିନ। କିନ୍ତୁ ଶେଖରଙ୍କୁ କେତେବେଳେ ବି ଏକୁଟିଆ ଦେଖିବାକୁ ମଳି ନଥାଏ। କାରଣ ତାଙ୍କ ସାଙ୍ଗେ ସବୁବେଳେ ଥାନ୍ତି ତାଙ୍କ ପାଟର୍ନର୍ ବିଶାଲ୍ ଦଦ୍ଲାନି। ବିଶାଲ-ଶେଖରଙ୍କ ଯୋଡି…