Latest Odisha News

BREAKING NEWS

୨୩ରୁ ଭୁବନେଶ୍ବରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ବର : ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ବରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ ଗାଇଡ ଲାଇନ୍ ଅନୁସାରେ ସମସ୍ତ ଧାର୍ମାନୁଷ୍ଠାନ ଖୋଲିବାକୁ ନିଆଯାଇଛି ନିଷ୍ପତ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ହେଲେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ୨୩ ତାରିଖରେ…

ପଞ୍ଚାନନ କାନୁନ୍‌ଗୋଙ୍କ ‘ଗାନ୍ଧିଜୀଙ୍କ ଓଡ଼ିଶା ଆବିଷ୍କାର’ ଉନ୍ମୋଚିତ

ଭୁବନେଶ୍ୱର : ବାଗଦେବୀ ପ୍ରକାଶନ ପକ୍ଷରୁ ଲେଖକ ପଞ୍ଚାନନ କାନୁନ୍‌ଗୋଙ୍କ ଦ୍ୱାରା ରଚିତ ଲୋକ ଇତିହାସ ମାଳାର ୪ର୍ଥ ଖଣ୍ଡ 'ଗାନ୍ଧିଜୀର ଓଡ଼ିଶା ଆବିଷ୍କାର' ପୁସ୍ତକ ଜନାର୍ଦ୍ଧନ ପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପତି କହିଲେ ଯେ, ଭାରତ ବର୍ଷରେ ସାଂପ୍ରଦାୟିକ…

‘Cashify’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ରାଜ କୁମାର ରାଓ

ନୂଆଦିଲ୍ଲୀ: କାସିଫାଏର ପ୍ରଥମ ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ଅଭିନେତା ରାଜ କୁମାର ରାଓ। ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବିକ୍ରୟ ତଥା କ୍ରୟ କରୁଥିବା ପୁନ-ବାଣିଜ୍ୟ ବଜାର କ୍ୟାସିଫାଏ ମଙ୍ଗଳବାର ଦିନ ଅଭିନେତା ରାଜକୁମାର ରାଓଙ୍କୁ ଏହାର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର…

ଫରହାନଙ୍କ ଜୀ ଲେ ଜରାରେ ପ୍ରିୟଙ୍କା, କ୍ୟାଟ୍ରିନା, ଆଲିୟା

ମୁମ୍ବାଇ: ଫରହାନ ଅଖତରଙ୍କ ଏକ୍ସେଲ ଏଂଟରଟେନମେଂଟ ଜୀ ଲେ ଜରା ନାମ ଏକ ବିଗ ବଜଟେ ଫିଲ୍ମର ଘୋଷଣା କରିଛି । ଦିଲ ଚାହତା ହେ ଓ ଜିନ୍ଦେଗୀ ନା ମିଲେଗି ଦୋବାରା ପରି ଫିଲ୍ମ କରିଥିବା ଫରହାନ ଏହାର ନିର୍ଦ୍ଦେଶନା ଦେବେ । ପ୍ରିୟଙ୍କା ଚୋପ୍ରା ଜୋନ୍ସ, କ୍ୟାଟ୍ରିନା କୈଫ ଓ ଆଲିୟା ଭଟ୍ଟ ମୂଖ୍ୟ…

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୧୯୦୦ରେ ଗ୍ରେଟବ୍ରିଟେନ ଗେମ୍ସରେ ଶେଷ ଥର ପାଇଁ କ୍ରିକେଟକୁ ସାମିଲ…

ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଏହି ଦେଶ

ଟରୋଣ୍ଟୋ: କରୋନା ମହାମାରୀ ଯୋଗୁ କାନାଡା ସରକାର ପୁଣିଥରେ ଭାରତରୁ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର। ୨୧…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କିରାଣୀ !

ପୁରୀ: ବେଶ କିଛିଦିନ ହେଲା ରାଜ୍ୟରେ ପ୍ରତିଦିନ ଭିଜିଲାନ୍ସ ଚଢାଉ ଖବର ସାମ୍ନାକୁ ଆସୁଛି । ଖାସ କରି ଧରାପଡୁଛନ୍ତି ସରକାରୀ କର୍ମଚାରୀ । ଏହି ଧାରାରେ ଆଉ ଜଣେ ସରକାରୀ କିରାଣୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ…

ଦରଭଙ୍ଗାରେ ଏମ୍ସ ନିର୍ମାଣରେ ବିଳମ୍ବ, ଇଟା ଦାନ କଲେ ସ୍ଥାନୀୟ ନାଗରିକ

ଦରଭଙ୍ଗା: ବିହାରର ଦରଭଙ୍ଗାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ନାଗରିକ ଅଭିନବ ପ୍ରତିବାଦ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚ ପୂର୍ବରୁ ଏଠାରେ ଏମ୍ସ କରାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏଠାରେ ଗୋଟିଏ…

ବୁର୍ଜ ଖଲିଫା ଶିଖରରେ ବିଜ୍ଞାପନ ସୁଟ୍‌ କଲେ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଉଚ୍ଚତମ ଅଟ୍ଟାଳିକା ତଥା ଦୁବାଇସ୍ଥିତ ବୁର୍ଜ ଖଲିଫା ଆପର୍ଟମେଣ୍ଟର ଶିଖର ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍‌ ପାଇଁ ବିଜ୍ଞାପନ ସୁଟ୍‌ କରିଛନ୍ତି ଜଣେ ମହିଳା। ଏହି ମହିଳା ଜଣକ ହେଉଛନ୍ତି  ନିକଲୋ ସ୍ମିଥ୍‌- ଲୁଡଭିକ୍‌। ନିକୋଲ ଭୁପୃଷ୍ଠରୁ ପ୍ରାୟ ୮୨୮…

ଆସନ୍ତା ୧୨ ତାରିଖରୁ +୨ରେ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ନାମଲେଖା ପ୍ରକ୍ରିୟା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହେବ ବିଜ୍ଞପ୍ତି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ…