Latest Odisha News

BREAKING NEWS

ବାବା ରାମଦେବଙ୍କୁ ହାଜର ହେବାକୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀ ମେଡିକାଲ ଆସୋସିଏଶନ କରୋଲିନ କିଟ କରୋନା ଭଲ କରୁଥିବା ନେଇ ରାମଦେବ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ କୋର୍ଟ ତାଙ୍କୁ ସମନ ଜାରୀ କରିଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ…

ମାତିଛନ୍ତି ଧଳା ଜହର ମାଫିଆ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ସାରା ରାଜ୍ୟରେ ମାତିଛନ୍ତି ଧଳା ଜହର ମାଫିଆ । ବ୍ରାଉନ ସୁଗାର ଚାଲାଣ ବେଳେ କଟକରୁ ୩ ଜଣଙ୍କୁ ବାନ୍ଧିଛି ପୋଲିସ । ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର…

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର : ବୁଲା ପ୍ରାଣୀଙ୍କ ପାଇଁ ମଞ୍ଜୁର ହୋଇଛି ୬୭ ଲକ୍ଷ ୫୨ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର ହୋଇଛି । ଅସହାୟ ଭାବେ ବୁଲୁଥିବା ଗାଈ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବର ମହାନଗର…

ଜୁନ୍ ୨୦ ଯାଏଁ ୬ ଯୋଡା ମେମୁ ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଦିଗରୁ ଜୁନ୍ ୨୦ ଯାଏଁ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ୧୧ ତାରିଖ ଠାରୁ ୨୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ୍ ୦୧. ୦୮୪୯୩/୦୮୪୯୪…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…

ବାରିପଦାରେ ନକଲି ମଦ କାରଖାନା ଠାବ

ବାରିପଦା: କବାଡିଖାନା ଆଳରେ ଦୀର୍ଘ ଦିନ ହେବ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା। ଯାହା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି। ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଗତକାଲି ରାତିରେ ଚଢାଉ କରିଥିଲା ବେଳେ ଜବତ ହୋଇଛି ବିପୁଳ ନକଲି ବିଦେଶୀ ମଦ।…

କୋରାପୁଟ ସାଂସଦଙ୍କୁ ମିଳିଲା କଂଗ୍ରେସର ନୂଆ ଦାୟିତ୍ବ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକାଙ୍କୁ ଦଳର ଜାତୀୟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ତାଙ୍କୁ ଛତିଶଗଡର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିକଟରେ ପାଞ୍ଚଟି ରାଜ୍ୟରେ ଶେଷ ହୋଇଥିବା…

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮…

ଏହି ରାଜ୍ୟରେ ଜୁନ୍ ୧୪ ଯାଏ ବଢିଲା ଲକଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ବଢିଲା ଲକ୍‌ଡାଉନ୍। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ ଅବଧିକୁ କର୍ଣ୍ଣାଟକ ସରକାର ଜୁନ୍‌ ୧୪ ଯାଏ ବୃଦ୍ଧି କରିଥିବା ସୂତ୍ରରୁ ପ୍ରକାଶ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା କହିଛନ୍ତି ଯେ ରାଜ୍ୟରେ କରୋନାଭାଇରସ୍ ସମ୍ପୂର୍ଣ୍ଣ…

ମହାରାଷ୍ଟ୍ରର ରଣଜିତସିନ ଡିସଲେ ହେଲେ ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ୨୦୨୦ର ବିଜେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରର ପ୍ରାଥମିକ ଶିକ୍ଷକ ରଣଜିତସିନ ଡିସଲେ ବିଶ୍ୱ ଶିକ୍ଷକ ପୁରସ୍କାର ୨୦୨୦ର ବିଜେତା ହୋଇଛନ୍ତି। ଏହାପରେ ତାଙ୍କୁ ବିଶ୍ୱ ବ୍ୟାଙ୍କ ଶିକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ସୂଚନା ମିଳିଛି। ତାଙ୍କୁ ଜୁନ୍ ୨୦୨୧ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ…