Latest Odisha News

BREAKING NEWS

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ଆସନ୍ତାକାଲି ଗୋରଖନାଥ ମନ୍ଦିର ପରିଦର୍ଶନ କରିବେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନିନ୍‌

ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍ ୨୬ ନଭେମ୍ବର ସକାଳେ ଗୋରଖନାଥ ମନ୍ଦିର ପରିଦର୍ଶନ କରିବେ। ଏହାପୂର୍ବରୁ ସେ ବୁଧବାର ଲକ୍ଷ୍ନ‌ୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ। ଗୋରଖପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ୨୪ ନଭେମ୍ବର…

ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ପାଦ ଦେବେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ ସୋ 'ୟେ ରିସ୍ତା କିୟା କେହଲତା ହୈ'ର ନୈତିକ ଓରଫ୍‌ ଅଭିନେତା କରଣ ମେହେରାଙ୍କୁ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ଏହା ତାଙ୍କର ପ୍ରଥମ ୱେବ୍ ସିରିଜ୍ ହେବ ଯେଉଁଥିରେ କରଣଙ୍କୁ ଡବଲ୍ ରୋଲରେ ଦେଖିବାକୁ ମିଳିବ। ଡେଲି ସୋ ହେଉ…

ଆମେରିକାରେ ‘ଫ୍ରିଡମ୍ ରାଇଡ୍ସ’ ଆରମ୍ଭ କରିଥିବା ବ୍ରୁସ୍ କାର୍ଭର ବଏଣ୍ଟନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ୧୯୬୧ ମସିହାରେ ଆମେରିକାରେ ଐତିହାସିକ 'ଫ୍ରିଡମ୍ ରାଇଡ୍‌ସ' ଆରମ୍ଭ କରିଥିବା ବ୍ରୁସ୍ କାରଭର ବଏଣ୍ଟନ୍‌ଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଲାବାମାର ପୂର୍ବତନ ସିନେଟର ହାନେ ସାଣ୍ଡର୍ସ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।…

ବରଗଡରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ ଗିରଫ

ଭୁବନେଶ୍ୱର: ପୁଣି ରାଜ୍ୟରୁ ବାଘ ଛାଲ ଜବତ । ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହାସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି । ଘଟଣାରେ ଭଟଲି ଛକରୁ ୩ ଜଣଙ୍କୁ ଧରିଥିଲା କ୍ରାଇମ୍‌ବ୍ରାଞ୍ଚ । ଅଟକ ତିନି ଜଣଙ୍କୁ ପଚରାଉଚରା ଜାରି ରହିଛି । କେବେ ବାଘ ଶିକାର…

ସୀମା ବିବାଦ ପ୍ରସଙ୍ଗ: ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା, କିଏ କହିଲେ କଣ ?

ଭୁବନେଶ୍ୱର: ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନିଜ ବିବୃତ୍ତିରେ ସେ କହିଛନ୍ତି, କୋରାପୁଟ ଜିଲ୍ଲା ଓ…

ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ନୂଆ ଚଳଚ୍ଚିତ୍ର 'ଦୁର୍ଗାମତୀ'ର ଟ୍ରେଲର ଲଞ୍ଚ କରାଯାଇଛି। ଏହି ଟ୍ରେଲରରେ ତାଙ୍କ ସହ ଅର୍ଶଦ ୱାର୍ସି ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ବହୁତ ରୋମାଞ୍ଚକର ଏବଂ ଭୟରେ ପରିପୂର୍ଣ୍ଣ। ଏଥିରେ ଭୁମି ପେଡନେକରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ…

ନୟାଗଡ଼ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ ଶରଣକୁଳରେ ହାଇଓ୍ୱା ଧକ୍କାରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।…

ଜାନୁଆରୀ ପହିଲାରୁ ଲ୍ୟାଣ୍ଡ୍‌ଲାଇନ୍‌ ବ୍ୟବହାରକାରୀଙ୍କ ପାଇଁ ନୂଆ ନିୟମ; ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍‌କୁ କଲ୍‌…

ନୂଆଦିଲ୍ଲୀ: ୧ ଜାନୁଆରୀରୁ ଦେଶର ଯେକୌଣସି ଲ୍ୟାଣ୍ଡଲାଇନ ଫୋନରୁ ମୋବାଇଲ ନମ୍ବରକୁ କଲ୍‌ କରିବାର ଉପାୟ ବଦଳିବାକୁ ଯାଉଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI)ର ଏକ ପ୍ରସ୍ତାବକୁ ଟେଲିକମ୍ ବିଭାଗ ଅନୁମୋଦନ କରିଛି। ୨୯ ମେ ୨୦୨୦ ରେ, TRAI ଏହିପରି କଲ୍ ପାଇଁ ନମ୍ବର ପୂର୍ବରୁ…

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ କାଳରେ ପରୀକ୍ଷା ନେଇ ଜାତୀୟ ଗାଇଡଲାଇନ୍ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି, ପ୍ରବେଶିକା ପରୀକ୍ଷା ଓ ଉଚ୍ଚ…