ଟାଇମ ପତ୍ରିକାର ୨୦୨୦ ସର୍ବଶ୍ରେଷ୍ଠ ଆବିଷ୍କାର ତାଲିକାରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ
ନୂଆଦିଲ୍ଲୀ: ଟାଇମ ପତ୍ରିକା ୨୦୨୦ର ଶ୍ରେଷ୍ଠ ଆବିଷ୍କାରର ସୂଚୀ ଜାରି କରିଛି । ଏଥିରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ ସ୍ଥାନ ପାଇଛି । ଏମଆଇଟିର ଛାତ୍ର ଅର୍ଣ୍ଣବ ଓ ତାଙ୍କ ଭାଇ ଶ୍ରେୟାସ ଏ ଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା କି ମସ୍ତିଷ୍କର କଣ ଚିନ୍ତା କରାଯାଉଛି ସେ ନେଇ…