Latest Odisha News

BREAKING NEWS

ବାଗଦାଦରେ ଆଇଏସ୍‌ଆଇଏସ୍‌ ଆକ୍ରମଣ; ୬ ସୁରକ୍ଷା ବାହିନୀ ସମେତ ୮ ମୃତ

ବାଗଦାଦ: ଆଇଏସ୍ଆଇଏସ୍‌ ପୁଣିଥରେ ଇରାକର ରାଜଧାନୀ ବାଗଦାଦ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୬ ଜଣ ସୁରକ୍ଷା ବାହିନୀ ସମେତ ଅତି କମରେ ୮ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଜିହାଦୀମାନେ ବିସ୍ଫୋରଣ କରି ସୁରକ୍ଷା ବାହିନୀ ଉପରେ…

ପୁଣି ବଢ଼ିଲା ଜାଡ଼: ୧୫ ଡିଗ୍ରୀ ତଳେ ରାଜ୍ୟର ୪ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଥଣ୍ଡା । ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ ହୋଇଛି । ଗତକାଲି ସବୁଠୁ ଥଣ୍ଡା ସହର ଥିଲା ସୋନପୁର । ସେଠାରେ ୧୧.୪° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସୋନପୁର ସମେତ ରାଜ୍ୟର ୪ଟି ସହରରେ ପାରଦ ୧୫° ତଳେ ରହିଥିଲା । ଝାରସୁଗୁଡ଼ାରେ ୧୩°C,…

ଓଡିଶାର ପାରମ୍ପରିକ ଲୋକ ନୃତ୍ୟ କରମା ନାଚ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଦେଶରେ ପାଖାପାଖି ୯୧ ଲକ୍ଷ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୯୧ ଲକ୍ଷ ପାର କରିବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୨୦୯ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୦ ଲକ୍ଷ ୯୫ ହଜାର ୮୦୭କୁ ବୃଦ୍ଧି ପାଇଛି । ଲକ୍ଷେ ୩୩ ହଜାର ମୃତ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଚାରେ…

ରଖେ ହରି ତ ମାରେ କିଏ; ତିନି ତିନି ଥର ମୃତ୍ୟୁକୁ ମାତ୍ ଦେଇ ସୁସ୍ଥ ହେଲେ ଏହି ବ୍ୟକ୍ତି

ଜୟପୁର: କଥାରେ ଅଛି ରଖେ ହରି ତ ମାରେ କିଏ। ରାଜସ୍ଥାନ ଯୋଧପୁରର ଜଣେ ଯୁବକଙ୍କ ସହ ତିନି ତିନି ଥର ମରଣ ମୁଁହରୁ ଫେରି ଆସିଛନ୍ତି । ମୃତ୍ୟୁକୁ ମାତ୍‌ ଦେଇ ପୁଣିଥରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ରାଜସ୍ଥାନର ଯୋଧପୁରରେ ଚ୍ୟାରିଟି ଖୋଲିଥିବା ଜଣେ ବ୍ରିଟିଶ ନାଗରିକ ଇଆନ ଜୋନ୍ସ। କିଛିଦିନ…

ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବନ୍ଧୁକ ଓ ଗୁଳି ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମାଓବାଦୀ ଚଳାଇଥିଲେ କ୍ୟାମ୍ପ । ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ । ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ସହ…

ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ; ପୁଣି ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ରବିବାର ଦିନ ପୁଣି ଦେଖାଦେଇଛି ହାତୀପଲଙ୍କ ଉପଦ୍ରବ। ପାଖାପାଖି ୨୪ ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ସୂଚନା ରହିଛି। ପ୍ରାପ୍ତ ସୂଚନାନୁସାରେ, ଗଣେଶପୁରର କେଉଟପଡା ଗାଁରେ ରବିବାର ବିଳମ୍ବିତ…

ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ସହ୍ୟ ନକରିପାରି ଜୀବନ ହାରିଲେ ଡାକ୍ତର ସ୍ୱାମୀ 

ଗୁରୁଗ୍ରାମ: ଗୁରୁଗ୍ରାମର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଶନିବାର ଦିନ ନିଜ ଦେହରେ ବିଷ ଇଞ୍ଜେକ୍ସନ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଡାକ୍ତରଙ୍କ ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିବା ଜାଣିବା ପରେ ଡାକ୍ତର ଜଣକ ଏହାକୁ ସଯ୍ୟ କରି ନପାରି ନିଜ ବାସ ଭବନରେ…

ପାଣି ଭିତରେ ଯାଦୁ ଦେଖାଇ କଲେ ଗିନିଜ୍ ୱାଲ୍ଡ ରେକର୍ଡ

ନୂଆଦିଲ୍ଲୀ: ପାଣି ଭିତରେ ଯାଦୁ କଳା ଦେଖାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଜଣେ ବ୍ରିଟିଶ ଯାଦୁକର। ଏଭଳି ଯାଦୁ ଦ‌େଖାଇଥିବା ବ୍ୟକ୍ତିଙ୍କ ନାମ ମାର୍ଟିନ୍ ରିସ୍ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସେ ପ୍ରାୟ ୩ ମିନିଟରେ ପାଖାପାଖି ୨୦ଟି ଯାଦୁ କ‌ୌଶଳ…

ରାଜସ୍ଥାନର ୮ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସର୍ବସାଧାରଣ ସଭା ବନ୍ଦ

ଜୟପୁର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପୁଣି କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଗଲାଣି । ଅଧିକ ସଂକ୍ରମିତ ମଧ୍ୟପ୍ରଦେଶ ଓ ଗୁଜରାଟର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଯିବା ପରେ ରାଜସ୍ଥାନର ୮ ସହରରେ ଲାଗିବ…