ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…
ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ…