Latest Odisha News

୬ ଦିନ ପରେ ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା: ଘରକୁ ଫେରିଲେ ନିଖୋଜ ବ୍ୟବସାୟୀ । ଦୀର୍ଘ ୬ ଦିନ ପରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଘରକୁ ଫେରିଛନ୍ତି । ଗତକାଲି ରାତିରେ ରହସ୍ୟଜନକ ଭାବେ ସେ ଘରକୁ ଫେରିଥିବା ସୂଚନା ମିଳିଛି। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିବା ବେଳେ…

ଉପନିର୍ବାଚନ ବିଜୟ ପରେ ବିଜେଡି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନବୀନ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଛି ବିଜେଡି । ସଫଳତା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କୁ ଆଜି ସମ୍ବୋଧିତ କରିବେ । ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର…

କବିତା: କଥା ଥିଲା

ଜୟଶ୍ରୀ ଦାଶ ଶେଷ ଶ୍ରାବଣର ଭିଜା ବରଷାରେ ଭିଜିବାକୁ କଥା ଥିଲା ଜହ୍ନ ରାଇଜରେ ଜୋଚ୍ଛନା ଜୁଆରେ ହଜିବାକୁ କଥା ଥିଲା ସୁନେଲୀ ସଂଜ ରେ ସାଗର ବେଳାରେ ତୋଳିବାକୁ ବାଲି ଘର କଥା ଥିଲା ପ୍ରିୟ ପରଷି ଦେବାକୁ ପ୍ରୀତିର ପୀୟୁଷ ଝର ସପନ ବଣିକ ସାଜି ଦରିଆରେ ସୁଖର ନଉକା ବାହି ବାହି…

ଓଡ଼ିଆ ସିନେମାରେ ଗୀତ ଗାଇଲେ ଦୁଲେ ରାପର

ଭୁବନେଶ୍ୱର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି। ତାଙ୍କୁ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ…

ଉଲଗ୍ନ ହୋଇ ଥାନା ସାମ୍ନାରେ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳସ୍ଥିତ ଏକ ଥାନା ସମ୍ମୁଖରେ ଜଣେ ମହିଳାଙ୍କ ଉଲଗ୍ନ ହୋଇ ଲୋକଙ୍କୁ ମାରପିଟ ସହ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଜଣେ ମହିଳା ଥାନା ସମୁଖରେ ପହଞ୍ଚିଥିଲେ। ପରେ କୌଣସି କାରଣ ବଶତଃ ସେ ହଠାତ୍…

ଆସନ୍ତା ୧୬ ତାରିଖରେ ଶପଥ ନେବେ ନୀତିଶ କୁମାର !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ପୁଣି ଥରେ ବିହାର କମାଣ ଧରିବେ ନୀତିଶ କୁମାର । ସେ ମୁଖ୍ୟମନ୍ତ୍ରୀ ହେବା ବିଜେପି ସ୍ପଷ୍ଚ କରିବା ପରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ । ଆସନ୍ତା ୧୬ ତାରିଖରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ…

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

କଟକ: ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର । କଟକ ସଦର ଥାନା ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିଛି । ଫେରାର ଅଭିଯୁକ୍ତ ଜଣକ ହେଲେ ଯୁଗା ଖାଁ । ପେଷାଦାର ଅପରାଧୀ ଭାବେ ବୁଧବାର ଯୁଗା ଖାଁକୁ ପୋଲିସ ଉଠାଇ ଆଣିଥିଲା । ବିଳମ୍ବିତ ରାତିରେ ଡ୍ୟୁଟି କରୁଥିବା କନେଷ୍ଟବଳଙ୍କୁ ଧକ୍କା ଦେଇ…

ଭୁବନେଶ୍ୱରର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସୁନ୍ଦରପଦାର ଘର, ଭୁବନେଶ୍ୱର ଅଫିସ ଏବଂ କେନ୍ଦ୍ରାପଡା ରାଜନଗର ପୈତୃକ ଘରେ ରେଡ୍ କରିଛି ଭିଜିଲାନ୍ସ…

ପାଟଣାଗଡ ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା ! ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡର ଗୋଟିଏ ପରବାରର ୬ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ମିଳିଛୁ ନୂଆ ନୂଆ ଖିଅ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମୃତକଙ୍କ ଆଉ ୩ ପୁଅ ଗାଁରେ ପହଂଚିଛନ୍ତି । ୩ ପୁଅଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଅଟକ…

ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବଢ଼ି ଚାଲିଛି କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ପୁଣି ଥରେ ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…