Latest Odisha News

BREAKING NEWS

[ଭିଡିଓ] ଆଇସକ୍ରିମ୍ କାଠିରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି

ପୁରୀ: ଆଜିଠୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ୍ସି ଗେମ୍ । ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଆଇସ୍କ୍ରିମ୍ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ୍ ର ସୁନ୍ଦର ପ୍ରତିକୃତି କରିଛନ୍ତି ବିଶ୍ୱଜିତ । ୮୭୫ଟି କାଠି ସାହାର୍ଯ୍ୟରେ ଦୁଇ ଦିନ ପରିଶ୍ରମ କରି ସେ ଏହି ପ୍ରତିକୃତି ତିଆରି କରିଛନ୍ତି ।

Leave A Reply

Your email address will not be published.