ଖୋଲାରେ ପରିସ୍ରା କଲେ ଏହି ଜିଲ୍ଲାରେ ଗଣିବାକୁ ପଡ଼ିବ ତଣ୍ଡ
ଭୁବନେଶ୍ୱର: ଏଣିକି ଖୋଲାରେ ପରିସ୍ରା କଲେ ତଣ୍ଡ ଗଣିବାକୁ ପଡିବ। ଏନେଇ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କଡ଼ା ତାଗିଦ କରାଯାଇଛି।
ନିୟମ ନ ମାନି ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ ।
ସୂଚନା ଅନୁଯାୟୀ ଆସନ୍ତା ସୋମବାର ଠାରୁ ଏହି ନିୟମ…