ନିଜ ଭିତରକୁ ଆଖି ଖୋଲୁ
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…
ଗୋଟେ ଡଙ୍ଗାର ଚାରିପଟେ ଥିବା ପାଣି ପାଇଁ ଡଙ୍ଗାଟି ବୁଡ଼ିଯାଏ ନାହିଁ, ଡଙ୍ଗା ଭିତରେ ଥିବା ପାଣି ପାଇଁ ହିଁ ଡଙ୍ଗାଟି ବୁଡ଼ିଯାଏ । ସେହିପରି ଆମ ଚାରିପଟେ ହେଉଥିବା ଘଟଣା ସବୁ ପାଇଁ ଆମେ ଯେତିକି ଅସୁବିଧାରେ ପଡ଼ୁନାହିଁ, ଆମ ଭିତରେ…