Latest Odisha News

BREAKING NEWS

ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେଉଛି ବାଲୁକାକଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା କରିଛନ୍ତି । ଲୋକସେବା ଭବନରେ ଗୁରୁବାର ଦିନ ଉପସ୍ଥିତ…

ରିଜର୍ଭ ବ୍ୟାଙ୍କ ହ୍ରାସ କଲାନାହିଁ ରେପୋ-ରେଟ; ଚଳିତ ବିତ୍ତବର୍ଷରେ ଅଭିବୃଦ୍ଧି ହାର ରହିବ ୫ ପ୍ରତିଶତ

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତି ପରେ ରେପୋ ରେଟ ୫.୧୫, ରିଭର୍ସ ରେପୋ ରେଟ ୪.୯୦ ପ୍ରତିଶତ ଓ ବ୍ୟାଙ୍କ ରେଟ ୫.୪୦ ପ୍ରତିଶତ । ଅନୁମାନ କରାଯାଉଥିଲା ଯେ ଆରବିଆଇ ଏଥର ମଧ୍ୟ ରେପୋ ରେଟ ରେ କମ କରିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗୁରୁବାର ଦିନ ନୀତିଗତ ଦରରେ କୌଣସି…

ମଦୁଆ ଶିକ୍ଷକଙ୍କ ଚାକିରି ଗଲା; ମଦ ପିଇ ଦେଉଥିଲେ ପିଲାଙ୍କୁ ଦଣ୍ଡ !

ଯାଜପୁର: ଜଣେ ମଦୁଆ ଶିକ୍ଷକଙ୍କୁ ତାଙ୍କ ବେପରୁଆ ଢଙ୍ଗ ପାଇଁ ନିଜ ଚାକିରି ହରେଇବାକୁ ପଡ଼ିଛି । ଏହି ଅଭିଯୁକ୍ତ ଶିକ୍ଷକ ଜଣକ ଡୁ୍ୟଟି ସମୟରେ ମଦ୍ୟପାନ କରି କୁନିକୁନି ପିଲାମାନଙ୍କୁ ସ୍କୁଲ ପରିସର ବାହାରେ ଦେଉଥିଲେ କଠିନ ଦଣ୍ଡ । ନିଜର ହିତାହତ ଜ୍ଞାନ ଭୁଲି କୋମଳମତି ଛାତ୍ରଛାତ୍ରୀଙ୍କୁ ଏପରି…

ଉଦଯାପିତ ହେଲା କୋଣାର୍କ ଉତ୍ସବ; ମନ ମୋହିନେଲା ଓଡ଼ିଶୀ ଓ ଭାରତନାଟ୍ୟମର ପୌରାଣିକ ଗାଥା

କୋଣାର୍କ: ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବର ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଉଦ୍ୟାପନୀ ସଂଧ୍ୟାରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡିଶୀ ନୃତ୍ୟନାଟିକାରେ ପୂରାଣର ପ୍ରସଙ୍ଗ ମଞ୍ଚାୟିତ ହୋଇଛି ଯାହା…

ଆଇଆଇଏମସିରେ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ; କ୍ୟାମ୍ପସ୍ ସଫେଇ କଲେ ଛାତ୍ରଛାତ୍ରୀ

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ ହୋଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ସଫେଇ କରିଥିଲେ । ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇ କ୍ୟାମ୍ପସରେ ପଡି଼ଥିବା ପ୍ଲାଷ୍ଟିକ, ବ୍ୟବହୃତ ପେନ୍‍, ବୋତଲ, କପ୍‍, ଚାମଚ…

ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !

କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର…

୧୪୦ ଛୁଇଁଲା ପିଆଜ ଦର; କେଉଁ ସହରରେ କେତେ ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ଆକାଶ ଛୁଇଁଛି ପିଆଜ ଦର । ପୂର୍ବରୁ ପିଆଜ କଟିଲେ ଲୁହ ଝରୁଥିବା ବେଳେ ବର୍ତ୍ତମାନ ପିଆଜ ଦେଖିଲେ ଆଖିରୁ ଲୁହ ଝରି ଆସୁଛି । ଓଡ଼ିଶାର ସର୍ବବୃହତ ପରିବା ବଜାର କଟକ ଛାତ୍ରବଜାରରେ ଗୁରୁବାର ଦିନ ପିଆଜ ଦର କିଲୋ ପିଛା ୧୪୦ ଟଙ୍କାରେ ପହଞ୍ଚିଛି । ଗତକାଲି ପିଆଜ ଦର ୧୨୦ ଟଙ୍କା…

ଓଡ଼ିଶାର ୧୯ଟି ନଦୀର ଜଳ ପ୍ରଦୂଷିତ; ଲୋକସଭାରେ ସୂଚନାଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ୍ କାଟରିଆ ଗୁରୁବାର ଦିନ ଲୋକସଭାରେ ସୂଚନାଦେଇ କହିଛନ୍ତି ଯେ, ଓଡ଼ିଶାର ୧୯ ନଦୀ ପ୍ରଦୂଷିତ । ବିଜେପି ସାଂସଦ ଜୁଏଲ୍ ଓରାମ ଏକ ପ୍ରଶ୍ନରେ ଲିଖିତ ଉତ୍ତରଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ…

ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ୱାଇଫାଇ ସେବା; ପାଇପାରିବେ ମାସିକ ୧୫ ଜିବି ଡାଟା

ଭୁବନେଶ୍ୱର : କିଛି ଦିନ ପୂର୍ବରୁ , ଦିଲ୍ଲୀରେ ମାଗଣା ୱାଇ ଫାଇ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ | ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ମାଗଣାରେ ୱାଇ ଫାଇ ଇଣ୍ଟରନେଟ ସେବା ସମ୍ପର୍କରେ ସବୁର ବିବରଣୀ ଏବଂ ଏହି ଯୋଜନା ର…