ସମାଜର ରୁଢିବାଦୀ ଚିନ୍ତାଧାରାକୁ ନେଇ କରୀନାଙ୍କ ରୋକ୍ଠୋକ୍ ଜବାବ୍
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କରୀନା କପୁର ସମାଜର ରୁଢିବାଦୀ ଚିନ୍ତାଧାରା ଉପରେ ପ୍ରଶ୍ନ କରୁଥିବା ନଜର ଆସିଛନ୍ତି। ତେବେ ସୂଚନା ମୁତାବକ କରୀନାଙ୍କର ଏହି ଭିଡିଓଟି ବେଶ୍…