Latest Odisha News

BREAKING NEWS

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।…

ଅଧ ଘଣ୍ଟାର ଫୋନ୍‌ କଲ୍‌ ଅମୀର୍‌ଙ୍କ ଜୀବନରେ ଏକ ନୂଆ ମୋଡ ଆଣିଥିଲା

ନୂଆଦିଲ୍ଲୀ: ଆଜି ଅର୍ଥାତ୍‌ ନଭେମ୍ବର ୭ ତାରିଖରେ ଆମୀର ଖାନଙ୍କ ପତ୍ନୀ କିରଣ ରାଓ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ରୀନା ଦତ୍ତାଙ୍କଠାରୁ ୨୦୦୨ରେ ଛାଡପତ୍ର ପରେ ଆମୀର ଖାନ୍‌ଙ୍କ ବିବାହ କିରଣଙ୍କ ସହିତ ହୋଇଥିଲା। ଏକ ସାକ୍ଷାତକାରରେ ଆମୀର ଖାନ କହିଥିଲେ- ଯେତେବେଳେ ୨୦୦୧ରେ ଲଗାନ୍‌ର…

ରାଜ୍ୟରେ ସବୁଠୁ ଥଣ୍ଡା ସହର ସୋନପୁର, ଏସବୁ ଜିଲ୍ଲାରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଅନୁଭୂତ ହେଲାଣି ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଥଣ୍ଡା ବଢ଼ିଲାଣି । ୧୧.୮ ଡିଗ୍ରୀ ସେଲସିୟସ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ଗତକାଲି ସୋନପୁରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଛି । ସେହିପରି ଆଉ…

ଏକଜିଟ୍ ପୋଲ : ବିହାରରେ ରାଜ କରିବେ ତେଜସ୍ୱୀ

ପାଟନା : ବିହାର ନିର୍ବାଚନ ସରିବା ସହିତ ପ୍ରକାଶ ପାଇଥିବା ସମସ୍ତ ଏକଜିଟ୍ ପୋଲ ସର୍ଭେରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଛି । ୧୫ ବର୍ଷର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଛରେ ପକାଇ ତେଜସ୍ୱୀ ବାଜି ମାରି ନେଇଥିବା ପ୍ରାଯ ଅଧିକାଂଶ…

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ବିଜ୍ଞପ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ…

କୂଳଡିହା ଅଭୟାରଣ୍ୟ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ ପକ୍ଷୀ

ବାଲେଶ୍ୱର: ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ (ନାଲି ମଥା ବାଜେଣି) ପକ୍ଷୀ ଚିହ୍ନଟ । ନୀଳଗିରି ନିକଟ ପୋଡାଶୂଳ ଅଞ୍ଚଳରେ ଏକ ସାଙ୍ଗରେ ଏଭଳି ଅନେକ ବିରଳ ପକ୍ଷୀ ମୋବାଇଲ ଟାୱାରରେ ବସିଥିବା ଦେଖିବାକୁ ମିଳିଛି । କୂଳଡିହା ଅଭୟାରଣ୍ୟର ରିଷିଆ, ଖୋମକୁଟ ଓ କେନ୍ଦୁଝର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୭-୧୧-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୭ ରିଖ ଶନିବାର ତୁଳା ୨୨ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ପୁନର୍ବସୁ ଭୁକ୍ତ ପୁଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଆଜି: ତାଳ ଖାଇବା…

ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ, ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜି ସରିବ ବିହାର ବିଧାନସଭା ନିର୍ବାଚନ ଭୋଟିଂ । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ଏହି ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୮ ଆସନରେ ଭୋଟ ଗ୍ରହଣ ଚାଲିଛି । ଏହାସହ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ଉପନିର୍ବାଚନ ପାଇଁ ମଧ୍ୟ ଭୋଟ…

ବାଙ୍ଗାଲୋରକୁ ୧୩୧ ରନରେ ରଖିଲା ହାଇଦ୍ରବାଦ

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ବ୍ୟାଟିଂ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାରେ ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏବି…

ସୁନ୍ଦରଗଡ଼ରେ ଡିସେମ୍ବର ୧୨ରୁ ଖୋଲିବ ମାଣ୍ଡିଆ ମଣ୍ଡି; ୭,୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ ଲକ୍ଷ୍ୟ

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ…