Latest Odisha News

BREAKING NEWS

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ…

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଏହି ୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁଜାୟୀ କୋରାପୁଟ, ମାଲକାନଗିରି ଏବଂ ରାୟାଗଡା ଆଦି ୩ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶନିବାର ସକାଳ ୮.୩୦ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…

“ଷ୍ଟପ୍‌ ଦ ଷ୍ଟିଲ” ଉପରେ ପ୍ରତିବନ୍ଧକ ଲଗାଇଲା ଫେସ୍‌ବୁକ୍‌

ଓକଲ୍ୟାଣ୍ଡ: ଫେସବୁକ ଗୁରୁବାର ଦିନ "ଷ୍ଟପ୍‌ ଦ ଷ୍ଟିଲ" ନାମକ ଏକ ବୃହତ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକ ରାଷ୍ଟ୍ରପତି ନିର୍ବାଚନ ଗଣନାରେ ବିରୋଧ ପ୍ରଦର୍ଶନ କରିବାରେ ବ୍ୟବହାର କରୁଥିଲେ। ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଔପଦା ବ୍ଲକ ଅଧିନ ଏହି ଗାଁର ଦିବାକର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟ ଅଜଗର ସାପ ଜାଲରେ ଛନ୍ଦି ହୋଇପଡିଥିବା ନଜର…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ୨ ବନ ଅଧିକାରୀଙ୍କ ଅଫିସରେ ଭିଜିଲାନ୍ସର ଚଢାଉ

ବ୍ରହ୍ମପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ବ୍ରହ୍ମପୁର ଓ ଚିଲିକାର ଡିଭିଜନାଲ୍ ଫରେଷ୍ଟ ଅଫିସରେ ଘରେ ଚଢାଉ କରିଛି । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ଖୋର୍ଦ୍ଧା ବାଲୁଗାଁସ୍ଥିତ ଚିଲିକା ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ…

୧୨୦ ବର୍ଷର ଇତିହାସରେ ସର୍ବାଧିକ ମତଦାନ ହୋଇଥିବା ନିର୍ବାଚନ; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଜୋ ବାଇଡେନ୍‌ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ସଂଘର୍ଷ ଜାରି ରହିଛି। ଚଳିତ ବର୍ଷ ନିର୍ବାଚନକୁ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ଫଳାଫଳ ମଧ୍ୟ ସେତିକି ଆକର୍ଷଣୀୟ ହେଉଛି।…

ନ‌େପୋଟିଜମ୍‌କୁ ନେଇ ଅଭିଷେକଙ୍କ ବୟାନ; ‘ମୁଁ ପାପାଙ୍କ ପାଇଁ ଫିଲ୍ମ ତିଆରି କରିଛି ସେ ମୋ ପାଇଁ…

ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ତାଙ୍କ ପିତା ଅମିତାଭ୍‌ ବଚ୍ଚନ ସହିତ ତୁଳନା କରାଯାଉଛି। ସେ ତାଙ୍କ ଅଭିନୟକୁ ନେଇ ହେଉ ବା ତାଙ୍କ ସ୍ୱର। ତେବେ ଏହି କାରଣରୁ ଅଭିଷେକଙ୍କୁ ବହୁ କ୍ଷତି ସହିବାକୁ ମଧ୍ୟ ପଡିଛି। ନିକଟରେ ଅଭିଷେକ ଏକ ବିବୃତ୍ତିରେ କହିଛନ୍ତି ଯେ…

ଏଣିକି ହ୍ୱାଟ୍‌ସଆପ୍‌ରେ ବି ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଏଣିକି ହ୍ୱାଟ୍‌ସଆପ୍‌ରେ ଚାଟ୍ ଏବଂ ଭିଡିଓ କଲ ସହ ଟଙ୍କା ମଧ୍ୟ ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ୱାଟ୍‌ସଆପ୍‌କୁ ଅନୁମତି ଦେଇଛି ଏବଂ ଆଜିଠାରୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ହ୍ୱାଟ୍‌ସଆପ୍‌ ଏକ ବିବୃତ୍ତିରେ…

ମୋତେ ଘରୁ ବାହାର କରିବାକୁ ଚକ୍ରାନ୍ତ କରାଯାଉଛି: ବର୍ଷା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ତାଙ୍କ ଶାଶୁ ଥାନାରେ ଅଭିଯୋଗ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ସେ । ଶାଶୁ ମା’ ମଧୁସ୍ମିତା ମହାନ୍ତିଙ୍କ ଅଭିଯୋଗ ପରେ ବର୍ଷା କହିଛନ୍ତି ଯେ ସେମାନେ ମୋତେ ଜାଣିଶୁଣି ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ ସେ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଓଏଏସ୍ ଅଫିସରଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ଜୋନାଲ୍ କମିଶନର ପ୍ରମୋଦ କୁାମର ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ…