ଚଳଚ୍ଚିତ୍ର ‘ଆରଆରଆର’କୁ ନେଇ ତେଜୁଛି ବିବାଦ; ପ୍ରେକ୍ଷାଳୟରେ ନିଆଁ ଲଗାଇଦେବାକୁ ନିର୍ଦ୍ଦେଶକ…
ନୂଆଦିଲ୍ଲୀ: ତେଲେଙ୍ଗାନା ବିଜେପି ମୁଖ୍ୟ ତଥା କରିମନଗରର ସାଂସଦ ସଞ୍ଜୟ କୁମାର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କୁ ଧମକ ଦେଇଛନ୍ତି। ନିର୍ଦ୍ଦେଶକଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆରଆରଆର' ପାଇଁ ଏହି ଧମକ ଦିଆଯାଇଛି। ଫିଲ୍ମର ଗୋଟିଏ ଦୃଶ୍ୟରେ ସେ ଆଦିବାସୀ ନେତା କୋମାରାମ ଭୀମଙ୍କ…