ଫ୍ରାନ୍ସ ରାଷ୍ଟ୍ରପତି ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ
ପ୍ୟାରିସ୍:ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଇମାନୁଏଲ ମାର୍କୋନଙ୍କୁ ଅଲ କାଏଦା ପକ୍ଷରୁ ହତ୍ୟା ଧମକ ଦିଆଯାଇଛି । ଗତ ମାସରେ ନିଜ ଛାତ୍ରଙ୍କୁ ମହମ୍ମଦଙ୍କ କାର୍ଟୁନ ଚିତ୍ର ଦେଖାଇଥିବା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ପରେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି । ଫ୍ରାନ୍ସ…