Latest Odisha News

BREAKING NEWS

ଗେମ୍‌ ଚ୍ୟାଲେଞ୍ଜରେ ହାରିଯିବାରୁ ଜୀବନ ହାରିଲା ନାବାଳକ!

ଭୁବନେଶ୍ୱର: ଅନଲାଇନ୍ ଗେମ୍‌ ହେଲା କାଳ। ଅନଲାଇନ୍ ଗେମ୍‌ ଚ୍ୟାଲେଞ୍ଜ ଯୋଗୁ ଚାଲିଗଲା ଆଉ ନାବାଳକର ଜୀବନ । ସୋମବାର ରାତିରେ ରାଜଧାନୀରେ ଏକ ଅନଲାଇନ୍ ଗେମ୍‌ରେ ହାରିଯିବା ପରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ହେଉଛନ୍ତି…

କରୋନା ପଜିଟିଭ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରକାଶ ପାଦୁକୋନ

ବେଙ୍ଗାଲୁରୁ: କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ମଙ୍ଗଳବାର ଦିନ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ “ପ୍ରାୟ ୧୦ ଦିନ ପୂର୍ବରୁ ପ୍ରକାଶ, ତାଙ୍କ ପତ୍ନୀ ଏବଂ ଦ୍ୱିତୀୟ ଝିଅ କରୋନାର ଲକ୍ଷଣ…

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇବ ୟଶ ରାଜ ଫିଲ୍ମସ

ନୂଆଦିଲ୍ଲୀ: କରୋନା ଭୂତାଣୁ ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ପହଞ୍ଚାଇଛି। କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ଲକଡାଉନ୍ ଏବଂ କର୍ଫ୍ୟୁ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ଏହି କାରଣରୁ, କ୍ଷୁଦ୍ର ଶ୍ରମିକ ଏବଂ ଗରିବ ଲୋକଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି।…

ଘରୋଇ ଲାବ୍‌ରେ ଚାଲିଥିଲା ବେଆଇନ କୋଭିଡ ପରୀକ୍ଷଣ !

ବଲାଙ୍ଗୀର: କରୋନାକୁ ନେଇ ସାରା ବିଶ୍ୱ ଏବେ କୋକୁଆ ଭୟରେ । ହୁତୁହୁତୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାକ୍ସିନ୍ ପାଇଁ ଚାରିଆଡେ ଲାଗୁଛି ଭିଡ । ଏପରି ସ୍ଥିତିରେ ବି କିଛି ଅସାଧୁ ଲୋକ ମୁନାଫା ହାସଲ କରିବାକୁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ବଲାଙ୍ଗୀର…

କାଲିଠୁ ମେ’ ୩୧ ଯାଏ ଉଚ୍ଚଶିକ୍ଷା ବିଭାଗର ଖରା ଛୁଟି, ହେବନି ଅନଲାଇନ୍ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖରା ଛୁଟି ଘୋଷଣା କରିଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ମେ ୫ ତାରିଖ ବୁଧବାର ଠାରୁ ଖରା ଛୁଟି ପାଇଁ ବନ୍ଦ ରହିବ । ଖରା ଛୁଟି ମେ’ ୩୧ ତାରିଖରେ ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସାଶ୍ୱତ ମିଶ୍ର…

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ…

କରୋନା ହେବାରୁ ବୃଦ୍ଧଙ୍କୁ ପଚାରିଲାନି ପରିବାର, ଅସହାୟ ହୋଇ ହାରିଦେଲେ ଜୀବନ

ଅନୁଗୁଳ: ମହାମାରୀ କରୋନା କେତେ ଦୁଃଖଦ କାହାଣୀ ଲେଖୁଛି । କେଉଁଠି ବୁଢ଼ା ବାପା ଆଗରେ କରୋନା ରୋଜଗାରିଆ ପୁଅକୁ ଛଡ଼ାଇ ନେଉଛି ତ ଆଉ କେଉଁଠି ମୃତ୍ୟୁ ପରେ ଶବକୁ ମିଳୁନି ସମ୍ମାନ । ଭୂତାଣୁ ଭୟରେ ଏମିତି ଘଟଣା ନିଇତି ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ…

କୋଭିଡ୍‌ ନିୟମ ଉଲ୍ଲଂଘନ‌; ରାଜଧାନୀର ଆଉ ଏକ ଘରୋଇ ବିଦ୍ୟାଳୟ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସିର କାର୍ଯ୍ୟନିର୍ବାହୀ ଦଳ ମଙ୍ଗଳବାର ସହରର ବଡଗଡ ଅଞ୍ଚଳର ଓମ୍‌ ଗୁରୁକୁଲ ପବ୍ଲିକ ସ୍କୁଲକୁ ସିଲ କରିଛନ୍ତି। ସୂଚନା ପରେ, କାର୍ଯ୍ୟନିର୍ବାହୀ ଦଳ ବିଦ୍ୟାଳୟ ଉପରେ ଚଢାଉ କରି ୩୦ ଜଣ ଛାତ୍ରଙ୍କୁ ଗୋଟିଏ କୋଠରୀ ଭିତରେ ପଢୁଥିବା…

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ…

ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ…