Latest Odisha News

BREAKING NEWS

ଦେଶରେ ଖସୁଛି: ୨୪ ଘଣ୍ଟାରେ ୩୮ ହଜାର କରୋନା ଆକ୍ରାନ୍ତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ଲକ୍ଷେ ୨୩ ହଜାର ମୃତ୍ୟୁ ସେହିପରି ଗତ ୨୪ ଘଣ୍ଟାରେ…

ବନ୍ଦେ ଭାରତ ମିଶନ: ଭାରତରୁ ଉହାନ୍‌ ଯାଇଥିବା ବିମାନରେ ୧୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଚାଇନାର ଉହାନ୍‌ ଅଭିମୁଖେ ଯାଇଥିବା ଏକ ବିମାନରେ ୧୯ ଜଣ ଯାତ୍ରୀଙ୍କ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍‌ନାକୁ ଆସିଛି। ଏହି ବିମାନ ବନ୍ଦେ ଭାରତ ମିଶନ ଅଧୀନରେ ନୂଆଦିଲ୍ଲୀରୁ ଉହାନ୍‌କୁ ଯାଇଥିଲା। ଅନ୍ୟପକ୍ଷରେ ସୋମବାର ଚୀନ୍‌କୁ ଭାରତ ଏଭଳି ଆହୁରି ଚାରିଟି…

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ?

ଓ୍ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଭାରତ ଭଳି ହୋଇ ନଥାଏ । ଅର୍ଥାତ ଆମେରିବାସୀ ସିଧାସଳଖ ନିଜର ଶାସନ ମୁଖ୍ୟଙ୍କୁ ବାଛି ନଥାଆନ୍ତି । ସେଠାରେ ପରୋକ୍ଷ ନିର୍ବାଚନ ଦ୍ୱାରା କ୍ଷମତାସୀନ ହୋଇଥାନ୍ତି ପୋଟସ୍ ବା ପ୍ରେସିଡେଣ୍ଟ୍ ଅଫ୍ ଦି…

ଶାହାରୁଖଙ୍କ ଜନ୍ମଦିନରେ ଝଲସିଲା ଦୁବାଇର ବୁର୍ଜ ଖଲିଫା

ଦୁବାଇ: ନଭେମ୍ବର ୨ରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର ଥିଲା ଜନ୍ମଦିନ। ତାଙ୍କ ସମ୍ମାନର୍ଥେ ଶାହାରୁଖଙ୍କ ଫଟୋ ସହ ଝଲସିଲା ଦୁବାଇର ଆଇକନିକ ବୁର୍ଜ ଖଲିଫା। ଏହି ସ୍ମରଣୀୟ ମୁହୂର୍ତ୍ତରୁ ଏକ ଫଟୋ ସେୟାର କରି ଶାହାରୁଖ ଲେଖିଛନ୍ତି, “ଦୁନିଆର ସବୁଠୁ ବଡ ଏବଂ ଉଚ୍ଚ ପରଦାରେ ନିଜକୁ ଦେଖି…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା…

ବଡଦାଣ୍ଡରେ ବିଦେଶୀ ଭିକାରୀ; ଭଜନ ଜଣାଣ କରି ପୋଷୁଛନ୍ତି ପେଟ

ଭୁବନେଶ୍ୱର: ବଡ ଦାଣ୍ଡରେ ବିଦେଶୀ ଭିକାରୀ। କଥାଟି ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ। ମସ୍କୋ ନିବାସୀ ଶକ୍ତିତ୍ୱ ଦାସ ଓ ତେଜସ୍ୱୀନୀ ଦାସ । ସୁଦୂର ମେସ୍କୋରୁ ଆସିଥିଲେ ଓଡିଶା। ବିଦେଶୀ ଭିସା ଅବଧି ପୂରିଗଲା। ନବୀକରଣ କରିବାକୁ ଅର୍ଥ ନଥିଲା। ସମ୍ପର୍କୀୟଙ୍କଠାରୁ ଅର୍ଥିକ ସହାୟତା…

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…

ଆସନ୍ତୁ ବୁଲିଯିବା ରେମୁଣାର କ୍ଷୀରଚୋରା ଗୋପୀନାଥ; ଜାଣିବା ଏହା ସମ୍ପର୍କରେ କିଛି ନୂଆକଥା

ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ରାଜ୍ୟ ସରକାର ମଧ୍ୟ କୋଭିଡ କଟକଣା ମଧ୍ୟରେ ରହି ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ଖୋଲିବାକୁ ପ୍ରାୟତଃ ଅନୁମତି ଦେଇଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ବୁଲେଇ ନେବୁ ବାଲେଶ୍ଵର ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ। ଆଉ ଜଣାଇବା ଏହାର…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍

ମାଲକାନଗିରି: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର । ଏହି ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଗତକାଲି ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥର ପାଙ୍ଗମ ଗାଁ ନିକଟରେ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିଲା । କାରରେ ୪ଜଣ ଯାତ୍ରୀ ବସିଥିବା ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୩-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୩ ରିଖ ମଙ୍ଗଳବାର ତୁଳା ୧୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର-: ମକର ରାଶିର  ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର ଆଜି:…