Latest Odisha News

BREAKING NEWS

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍‌’, ଜାଣନ୍ତୁ ସମୟ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୋଣାର୍କକୁ ଦୈନିକ ୬ଥର ଚଳାଚଳ କରିବ ‘ମୋ ବସ୍‌’। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । https://twitter.com/CRUT_BBSR/status/1322807068374396929?s=08 ଟ୍ୱିଟ୍…

ତାମିଲନାଡୁ କୃଷି ମନ୍ତ୍ରୀଙ୍କ ପରଲୋକ

ଚେନ୍ନାଇ: ତାମିଲନାଡୁର କୃଷି ମନ୍ତ୍ରୀ ଆର ଡୋରିକାନ୍ନୁ କରୋନା ସଂକ୍ରମଣ ପରେ ମୃତ୍ୟୁ ଘଟିଛି। ୧୩ ଅକ୍ଟୋବରରେ ୭୨ ବର୍ଷିୟ ଡୋରିକାନ୍ନୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଡୋରିକାନ୍ନୁଙ୍କ ୯୦ ପ୍ରତିଶତ ଫୁସଫୁସ ସଂକ୍ରମଣ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ…

ମୋଦିଙ୍କୁ ଟାର୍ଗେଟ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା । ବିଜେପି ଛାଡିବା ପରେ ମଜା ମଜାରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟର ପୋଷ୍ଟ ଜରିଆରେ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀଙ୍କୁ ମଜାରେ ମଜାରେ ତୀକ୍ଷ୍ମ ତୀର ମାରିଛନ୍ତି।…

ତିର୍ତ୍ତୋଲରେ ୧୫୫ଟି ପୋଲିଂ ବୁଥ ସମ୍ବେଦନଶୀଳ

ତିର୍ତ୍ତୋଲ: ଆଉ ଦିନକ ପରେ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ । ଏହା ପୂର୍ବରୁ ତିର୍ତ୍ତୋଲରେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାରେ ପହଂଚିଛି । ଉପନିର୍ବାଚନ ପାଇଁ ୩୭୩ଟି ପୋଲିଂ ବୁଥ ରହିଛି । ଏଥିରୁ ୧୫୫ଟି ବୁଥ ସମ୍ବେଦନଶୀ ରହିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ପୂର୍ବତନ କେନ୍ଦ୍ର ଅର୍ଥ ସଚିବଙ୍କ ବଡ଼ ବୟାନ; ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମୋର ଭଲ ସମ୍ପର୍କ ନଥିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଅର୍ଥ ମନ୍ତ୍ରଣାଳୟରୁ ହଠାତ୍ ଇସ୍ତଫା ନେଇଥିବା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା ସେଥିପାଇଁ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି…

ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ । ଖୋର୍ଦ୍ଧା ସାରୁଆ ଥିବା ଷ୍ଟୁଡିଓ ଆଗରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆଜି ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା । କର୍ମଚାରୀ ଅଭିଯୋଗ କରିଛନ୍ତି, ଓଟିଭି ଏମଡି ଜାଗି…

‘ବନ୍ଦେ ମାତରମ୍‌’ ଗାଇ ଧମାଲ କରିଥିବା କୁନି ଝିଅକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ’ର କଣ୍ଟେମପୋରାରୀ ଭର୍ସନ ଗାଇ ଧମାଲ କରିଥିବା ମିଜୋରାମର ୪ ବର୍ଷୀୟ କୁନି ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମିଜୋରାମର ୪ ବର୍ଷୀୟ ଏସ୍ତେର ହମତେ ନାମକ କୁନି ଝିଅର ଏହି ଭିଡିଓ ଖୁବ୍ ପପୁରାଲ୍ ହୋଇଥିବା ବେଳେ ଏହା…

ଆଇପିଏଲରେ କୋହଲିଙ୍କୁ ରେକର୍ଡ ଥର ଆଉଟ କଲେ ସନ୍ଦୀପ

ଶାରଜା:ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରେକର୍ଡ ଥର ଆଉଟ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା । ସେ କୋହଲିଙ୍କୁ ୭ଥର ଆଉଟ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଜାହୀର ଖାଁ ମଧ୍ୟ ୭ଥର ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି…

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା…

ଦୀପାବଳି ଅବସରରେ ଟିଭିଏସ୍‌ ଆଣିଛି ଧମାକାଦାର୍‌ ଅଫର୍‌; ଜାଣନ୍ତୁ ଟିଭିଏସ୍‌ର କେଉଁ ସ୍କୁଟର ଉପରେ ମିଳୁଛି ଏହି…

ନୂଆଦିଲ୍ଲୀ: ଉତ୍ସବର ଋତୁରେ ଅନେକ ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ସାଙ୍ଗକୁ ଆକ‌େର୍ଣୀୟ ଅଫର୍‌ ମଧ୍ୟ ମିଳୁଛି। ଏହି ସମୟରେ, ଟିଭିଏସ୍ ଏହାର ବିକ୍ରି ହେଉଥିବା ସ୍କୁଟର ବେଷ୍ଟ୍‌ ସେଲିଂ ସ୍କୁଟର ଟିଭିଏସ୍ ଜୁପିଟର୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଜିରୋ ଫାଇନାନ୍ସ ଠାରୁ ଆରମ୍ଭ…