Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା । ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ…

କରୋନା ସଂକ୍ରମଣରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ: ବୌଦ୍ଧର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ବିଶ୍ୱନାଥ ରାଉତଙ୍କର କରୋନା ସଂକ୍ରମଣରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ନିକଟ ଅତୀତରେ ଶ୍ରୀ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ବାହାରିଥିଲା…

ଫିଲିପିନ୍ସରେ ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ କଲା ସୁପର ଟାଇଫୁନ୍ ‘ଗୋନି’

ଫିଲିପିନ୍ସ: ୨୦୨୦ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟାଇଫୁନ୍ ଗୋନି ଆଜି ଫିଲିପିନ୍ସରେ ସ୍ଥଳଭାଗ ଛୁଇଁଛି । କାଟାନଡ୍ୱେନ୍ସ ଦ୍ୱୀପରେ ଲ୍ୟାଣ୍ଡଫଳ କରିଥିଲା ଏହି ସୁପର ଟାଇଫୁନ୍ । ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ସ୍ଥଳଭାଗରେ ମାଡ଼ ହୋଇଥିଲା । ସ୍ଥଳଭାରେ ୨୨୫ରୁ ୧୬୫ କିଲୋମିଟର ବେଗରେ…

୧୬ ନଭେମ୍ବରରୁ ଖୋଲିବ ସ୍କୁଲ୍; ତାମିଲ୍‌ନାଡୁ

ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ବଡ଼ ସ୍କୁଲ ଖୋଲିବାକୁ ତାମିଲନାଡୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁ ଦେଶରେ ସମସ୍ତ ସ୍କୁଲ୍‌ କଲେଜଗୁଡ଼ିକ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ନିଷ୍ପତ୍ତି ପରେ ୧୬…

ଆଜିଠୁ ଶ୍ରୀକ୍ଷେତ୍ରରେ ‘ମୋ ଧାମ ମୋ ଗର୍ବ’ ଅଭିଯାନ

ପୁରୀ: ଆଜିଠୁ ପୁରୀ ଆରମ୍ଭ ହୋଇଛି 'ମୋ ଧାମ ମୋ ଗର୍ବ' ଅଭିଯାନ । ଏହା ଏକ ସପ୍ତାହ ଧରି ଚାଲିବ । ଏହି ଅଭିଯାନ ଜରିଆରେ ରାସ୍ତାରେ ଗୋଟିଏ ବି ଅଳିଆ ପଡିବନି । କୁଆ ଡାକିବା ପୂର୍ବରୁ ପୁରୀ ସହର ସଭା ହୋଇଯାଇଥିବ । ଏଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା…

ଏଲ୍‌ଏସିରେ ସ୍ଥିତି ପରିବର୍ତ୍ତନ ପାଇଁ ଏକତରଫା ପ୍ରୟାସ ଗ୍ରହଣୀୟ ନୁହେଁ; ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ୍-ଭାରତ ସୀମା ଅବରୋଧ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଗୁରୁତର ହୋଇପଡିଛି ଏବଂ ସମ୍ପର୍କର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଦୁଇ ବର୍ଷ ମଧ୍ୟରେ ଚୁକ୍ତିନାମା ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ…

ଆସନ୍ତୁ ଜାଣିବା ଲାଲୁଙ୍କ କେଉଁ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ତେଜସ୍ୱୀ

ପାଟନା: ବିହାର ନିର୍ବାଚନ ଜିତିବା ନେଇ ରାଷ୍ଟ୍ରୀୟ ଜନତା ଦଳକୁ ଜିତାଇବା ପାଇଁ ତେଜସ୍ୱୀ ଯାଦବ ଆପ୍ରାଣ ଉଦ୍ୟମ କରୁଛନ୍ତି । ବିଜେପି ଓ ଜନତାଦଳ ୟୁନାଇଟେଡ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବାରୁ ତେଜସ୍ୱୀ ର‌୍ୟାଲୀ କରି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି । ଏହା ଭିତରେ ସେ…

ଆଉ ୧୧ ଜଣଙ୍କୁ ମିଶାଇ କରୋନା ରାଜ୍ୟରୁ ନେଲାଣି ୧, ୩୩୧ ଜୀବନ

ଭୁବନେଶ୍ୱର: ମୁଣ୍ଡ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯ ଜିଲ୍ଲାରୁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୨୬ ଓ ୩୦ ବର୍ଷୀୟ ଯୁବକ । ସୁନ୍ଦରଗଡ଼…

ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଆରମ୍ଭ କଲେ ‘ଭକ୍ତଦର୍ଶନ ପୁରସ୍କାର’ ଶିକ୍ଷା କ୍ଷେତ୍ରରେ…

ନୂଆଦିଲ୍ଲୀ: ତ୍ରିଭେନ୍ଦ୍ର ସରକାର ପ୍ରଥମ ଥର ପାଇଁ 'ଭକ୍ତଦର୍ଶନ ପୁରସ୍କାର' ଆରମ୍ଭ କରିଛନ୍ତି। ଆଜି ସିଏମ୍ ତ୍ରିବେନ୍ଦ୍ର ସିଂ ରାୱତ ଡୁନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଚାରିଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସୂଚନାଯୋଗ୍ୟ ଏହି ପୁରସ୍କାର ଗଢୱାଲର ସାଂସଦ ରହିଥିବା…

ରାଜ୍ୟରେ ୧୫ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ, ୨୪ ଘଣ୍ଟାରେ ୧୭୦୯ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ ବଢିଛି କରୋନା ଆକ୍ରାଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ ଶହ ୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮୫ ଜଣ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧…