କରୋନାରୁ ସୁସ୍ଥ ହେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଏପ୍ରିଲ ୧୪ରେ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ । ଏବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ଆଶ୍ୱସ୍ତ ହୋଇଛନ୍ତି ।
ଟୁଇଟ କରି ସେ ଜଣାଇଛନ୍ତି…