କରୋନା ପଜିଟିଭ ଜାଣିବା ପରେ ଦମ୍ପତିଙ୍କ ଆତ୍ମହତ୍ୟା
ନୟାଗଡ଼: କୋଭିଡ୍ ରିପୋର୍ଟ ପଜିଟିଭ ଆସିବା ପରେ ଏକ ଦମ୍ପତି ଗୁରୁବାର ଦିନ ଓଡିଶାର ନୟାଗଡ଼ ଜିଲ୍ଲାର ଗୋଡିମାଡ ଗ୍ରାମରେ ନିଜ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଆତ୍ମହତ୍ୟା କରିଥିବା ଦମ୍ପତି ଭିକାରୀ ପାତ୍ର ଏବଂ ପତ୍ନୀ ଜ୍ୟୋତ୍ସା ପାତ୍ର ବୋଲି ଜଣାପଡିଛି।
ସୂଚନାନୁସାରେ,…