Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା ୩୦-୧୦-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୩୦-୧୦-୨୦୨୦ ଶୁକ୍ରବାର ତୁଳା ୧୪ ମାସ ଆଶ୍ଵିନ ମାସ ଶୁକ୍ଳପକ୍ଷ ଚତୃଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର    ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ…

ନୀତୀଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକତା ୧୭୨/୫

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି ।  ନୀତୀଶ ବିସ୍ଫୋରକ ୮୭ ରନ୍ ବଳରେ କୋଲକାତା  ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୨ ରନ୍ କରିଛି…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୦୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1321826018047397888?s=19 …

କହୁ କହୁ ସତ କହିଦେଲେ ପାକିସ୍ତାନ ମନ୍ତ୍ରୀ, ପୁଲୱାମା ଆକ୍ରମଣ ଆମେ କରିଥିଲୁ…

କରାଚୀ: ଇମ୍ରାନ ଖାଁ ସରକାରଙ୍କ ଜଣେ ମନ୍ତ୍ରୀ ଗୁରୁବାର ପୁଲୱାମା ଆକ୍ରମଣ ପାକିସ୍ତାନ ଦ୍ୱାରା ହୋଇଥିଲା ବୋଲି କହିଛନ୍ତି । ଯୋଶରେ ସେ କହୁ କହୁ କହି ଦେଇଛନ୍ତି, ଆମେ ମଧ୍ୟ ହିନ୍ଦୁସ୍ତାନ ଭିତରେ ପଶି ମାରିଛୁ । ତାଙ୍କର ଏହି ମନ୍ତବ୍ୟ ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।ପୁଲୱାମାରେ…

ନଭେମ୍ବର ୨ରୁ ଏମ୍ସର ଓପିଡି ସେବା ଖୋଲା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ବନ୍ଦ ଥିବା ଓପିଡି ସେବାକୁ ନଭେମ୍ବର ୨ ତାରିଖରୁ ଖୋଲାଯିବ । କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୧୦ ତାରିଖରୁ ବନ୍ଦ କରାଯାଇଥିଲା । ଏମ୍ସର ବିଜ୍ଞପ୍ତି ଅନୁଯାୟୀ…

ଲକ୍ଷ୍ମୀ ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର: ଲକ୍ଷ୍ମୀ ପୂଜାରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସୂଚନା ଦେଇଛି ରାଜ୍ୟ ପରିବହନ ଅଥୋରିଟି । ପରିବହନ ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି ଦିନରେ ତଥା ଅକ୍ଟୋବର ୩୧ ତାରିଖରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ରହିବ ।…

କାହିଁକି ପ୍ରିୟଙ୍କାଙ୍କର ପ୍ରଶଂସକ ଅଟନ୍ତି କଙ୍ଗନା

ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିୟୁଟିଫୁଲ କଙ୍ଗନା ରାଣାୱତ ହୁଏତ ଅନେକ ବଲିଉଡ ଷ୍ଟାରଙ୍କ ଉପରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ କରିପାରନ୍ତି, କିନ୍ତୁ ତାଙ୍କ ନଜରରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ସେ ପିଲାଦିନର ପ୍ରଶଂସକ ଅଟନ୍ତି । ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା…

ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନ ୨ ବର୍ଷ ବାସନ୍ଦ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୨ ବର୍ଷ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏଥିଯୋଗୁ ସେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ୧୦୦ ମିଟର ଦୌଡର ପୁରୁଷ ବିଭାଗ ଚାମ୍ପିୟନ ୨୪ ବର୍ଷୀୟ କୋଲମ୍ୟାନଙ୍କୁ ମେ’ରେ ଅସ୍ଥାୟୀ ଭାବେ…

ରେଳ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ ଟ୍ରାକରୁ ଗୁରୁବାର ଦିନ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯଶଇଛି । ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ୟବଚ୍ଛେଦ ପାଇଁ…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…