Latest Odisha News

ଅନୁଗୁଳରେ ୩ଜଣ ଯୁବକଙ୍କ ଦ୍ୱାରା ଯୁବତୀ ଗଣଦୁଷ୍କର୍ମର ଶିକାର, ଜଣେ ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁ ଓ ତାଙ୍କର ୨ଜଣ ସାଙ୍ଗଙ୍କ ଦ୍ୱାରା ଅପହୃତ ହୋଇ ପରେ ଦୁଷ୍କର୍ମର ଶିକାର ହେବା ପରି ଏକ ଅଭାବନୀୟ ଘଟଣା ଘଟିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ପାଲଲହଡ଼ା ପୋଲିସ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ…

୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ-୨୦୧୮’ର ଦ୍ୱିତୀୟ ସଂସ୍କରଣରେ ଶନିବାର ଦିନ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମିପୂଜା କରିଛନ୍ତି । ଏହି ୧୫ଟି ଶିଳ୍ପରେ ମୋଟ ୧୮୦୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା…

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା: ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ନିକଟରେ ବିଦ୍ୟୁତ ଆଘାତ ଜନିତ ୭ଟି ହାତୀ ମୃତ୍ୟୁ ଘଟଣାରେ ଶନିବାର ଦିନ କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ଅକ୍ଟୋବର ୨୭ ତାରିଖରେ ଏହି ହାତୀପଲ ଢେଙ୍କାନାଳ ଜିଲ୍ଲାସ୍ଥିତ କମଳାଙ୍ଗ ନିକଟରେ…

ସାବରୀମାଲାର ୪ଟି ସ୍ଥାନରେ ଲାଗୁହେବ ୧୪୪ ଧାରା

ନୂଆଦିଲ୍ଲୀ : ମହିଳାଙ୍କ ପ୍ରବେଶକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହି ସାବରିମାଲା ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ୫ ତାରିଖରେ ପୁଣି ଥରେ ମନ୍ଦିର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…

ଭଞ୍ଜନଗରରେ ମାଓବାଦୀ ପୋଷ୍ଟର, ବିଧାୟକଙ୍କୁ ହତ୍ୟା ଧମକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୧୮ କିମି ଦୂର ଦଦରାଲୁଣ୍ଡା ବସଷ୍ଟାଣ୍ଡରେ ଶନିବାର ଦିନ ଏକ ମାଓବାଦୀ ବ୍ୟାନର୍ ଟଙ୍ଗା ହୋଇଥିବାର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ଗଞ୍ଜାମ ଜିଲ୍ଲାର ୨ଜଣ ବିଧାୟକଙ୍କ ସମେତ ପୋଲିସ ଇନଫର୍ମରଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେହି ମାଓବାଦୀ ବ୍ୟାନରରେ…

ମିଶନ ସୁନ୍ଦରୀ: ସାତକୋଶିଆରେ ପହଞ୍ଚିଲା ତାଲିମପ୍ରାପ୍ତ ଯଶୋଦା ହାତୀ

ଅନୁଗୁଳ : ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇ ନାକେଦମ ହୋଇଥିବା ବନବିଭାଗ ନିଜ ରଣନୀତିରେ ପୁଣିଥରେ ପରିବର୍ତ୍ତନ କରିଛି । ଏବେ ସୁନ୍ଦରୀକୁ ଧରିବା ମିଶନରେ ହାତୀ ସହଯୋଗ କରିବ ବୋଲି ସୂଚନା ମିଳିଛି । ବନବିଭାଗ ପକ୍ଷରୁ ମିଳିଥିôବା ସୂଚନା ଅନୁଯାୟୀ ଚନ୍ଦକା ହାତୀ…

ରାଜଧାନୀରେ ଚାଞ୍ଚଲ୍ୟ: ୨ଟି ଯାତ୍ରୀବାହୀ ବସରେ ନିଆଁ ଲାଗିଲା

ଭୁବନେଶ୍ୱର: ଦମକଳ ବାହିନୀର କମଚାରୀଙ୍କ ସମୋୟଚିତ ପଦକ୍ଷେପ ଯୋଗୁଁ ଶନିବାର ଦିନ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଆଶଙ୍କାକୁ ରୋକି ପାରିଛନ୍ତି । ରାଜଧାନୀରେ ଏକ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ୨ଟି ବସରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଅଗ୍ନିଶମ…

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହେଉଛି ଓଡ଼ିଶାର ହକ୍: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀକୁ ପୁନର୍ବାର ଦୋହରାଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ଜନ ସମ୍ପର୍କ ଯାତ୍ରା’ର ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି,…

‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି କ୍ରୀଡ଼ାକୁ ନେଇ ମେଗା କାର୍ଯ୍ୟକ୍ରମ ‘ଏକାମ୍ର ସ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ’ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇଭେଣ୍ଟକୁ ଉଦଘାଟନ କରିଛନ୍ତି । ଏହି ମେଗା ସ୍ପୋର୍ଟସ ଇଭେଣ୍ଟ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଏବଂ…