Latest Odisha News

BREAKING NEWS

‘ଆର୍‌ଆର୍‌ଆର୍‌’କୁ ନେଇ ବିବାଦ, ଏସ୍‌ଏସ୍ ରାଜାମୌଲିଙ୍କୁ ଧମକ!

ହାଇଦ୍ରାବାଦ: ବହୁବଳୀ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଅପ୍‌କମିଂ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ତେଜିଲା ବିବାଦ । ମିଳିଲା ରାଜାମୌଲିଙ୍କୁ ଧମକ । ନିକଟରେ ଏହି ଫିଲ୍ମର ତେଲୁଗୁ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଏଥିରେ ସେ କୋମାରାମ ଭୀମ ଭୂମିକାରେ…

ଅନଲାଇନ୍ ଦାୟିତ୍ୱ ସୁରକ୍ଷା ସଂସ୍କାର ଇଣ୍ଟରନେଟ୍ କୁ ଆହୁରି ଖରାପ କରିବ; ଜ୍ୟାକ୍‌ ଡୋର୍ସି  

ୱାଶିଂଟନ୍: ମଙ୍ଗଳବାର ଦିନ କଂଗ୍ରେସ ପାଇଁ ପ୍ରସ୍ତୁତ ଏକ ମନ୍ତବ୍ୟରେ ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅନଲାଇନ୍ ଦାୟିତ୍ୱ ସୁରକ୍ଷା ଆଇନର ପ୍ରସ୍ତାବିତ ସଂଶୋଧନ ଅଧିକ 'କ୍ଷତିକାରକ ବିଷୟବସ୍ତୁ'ର କାରଣ ହୋଇପାରେ କାରଣ ଏଥିରୁ ଅପମାନଜନକ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍…

କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଶ୍ରମିକ ଅଶାନ୍ତି

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଶ୍ରମିକମାନେ ଖଣି କାର୍ଯ୍ୟାଳୟ…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କୀ । ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ଚାଦୁରାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଜୈସ-ଏ-ମହମ୍ମଦର କମାଣ୍ଡର ଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆରମ୍ଭ ହୋଇଥିଲା…

‘ଡୋନାଲ୍ଡ ଇଜ୍‌ ଏ ଫାଇଟର୍‌’; ମେଲାନିଆ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍‌ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ…

ଦେଶରେ ୮୦ ଲକ୍ଷ ଛୁଇଁବ କରୋନା କେସ୍, ଗଲାଣି ଲକ୍ଷେ ୨୦ ହଜାର ଜୀବନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୮୦ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ କମୁଛି କରୋନା କାୟା । ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୯୩ ନୂଆ…

ଲଜ୍ଜା ! ବନ୍ଦ ଘରେ ନାବାଳିକାଙ୍କୁ ପାଞ୍ଚ ମାସ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼: ନାବାଳିକାଙ୍କୁ ପାଞ୍ଚ ମାସ ଗୋଟିଏ ଘର ଭିତରେ ବନ୍ଦ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ତା ନାଁ…

ପାଟିକୁ ଯେତିକି ପିତା ଦେହ ପାଇଁ ସେତିକି ହିତକାରକ ‘ନିମ୍ବ’, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଆମ ଚାରି ପାଖରେ ଅନେକ ଔଷଧୀୟ ଗଛ ରହିଛି । କିଛିଙ୍କ ସମ୍ପର୍କରେ ଆମେ ଜାଣିଥିବା ବେଳେ ଆଉ କିଛିଙ୍କ ସମ୍ପର୍କରେ ଆମେ ଜାଣନ୍ତି ନାହିଁ । ତେବେ ହୁଏତ ଆମେ ସମସ୍ତେ ନିମ୍ବ ସମ୍ପର୍କରେ ଜାଣିଥିବା । ଏହି ବୃକ୍ଷର ଫଳ , ଫୁଲ ,ଚେର ,ଛେଲି ସବୁଥିରେ ଭାରି ରହିଛି ଔଷଧୀୟ ଗୁଣ।…

ବିହାର ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍: ପ୍ରଥମେ ମତଦାନ, ତାପରେ ଜଳପାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଭିତରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ଗଣତନ୍ତ୍ରର ଏହି ମହାନ ପର୍ବରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍…