Latest Odisha News

BREAKING NEWS

ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ: ମାଓ ଅଧ୍ୟୁଷିତ କନ୍ଧମାଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ମାଓବାଦୀଙ୍କ ପକ୍ଷରୁ । ମିଳିଥିବା ସୂଚନାନୁଯାୟୀ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଏପରିକି ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ…

କାହିଁକି ପାଳିତ ହୁଏ ଧନତେରସ, ଜାଣନ୍ତୁ କିଛି ପୌରାଣିକ କଥା !

ଭୁବନେଶ୍ୱର : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ । ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ । ଶାସ୍ତ୍ରମତେ ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା ଏବଂ ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମିୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୧୦-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୫ ଶୁକ୍ରବାର ତୁଳା ୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ । ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର…

ଆଗାମୀ ୧୨ ଘଣ୍ଟା ପ୍ରବଳ ବର୍ଷିବ: ଶୁକ୍ରବାର ଏହି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟା ଧରି ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଏନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ଆଗୁଆ ପଦକ୍ଷେପ ନେବା ସହିତ ସତର୍କତା…

ଟାଇମ୍‍ପାସ୍‍ ‘ଉତ୍‍ସାହିତ୍ୟ’: ଦେବଦାସ ଛୋଟରାୟଙ୍କ ସହ ଗୋଟିଏ ଦିନ

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର ୬ ଜଣଙ୍କୁ ବେଷ୍ଟସେଲର୍‍ । ଜଣଙ୍କୁ ବହିବନ୍ଧୁ । ୧୦ ଜଣଙ୍କୁ ପ୍ରଥମା । ୨୪ ଜଣଙ୍କୁ ଉଦୟରାଗ ଭୁବନେଶ୍ୱର: ‘ଟାଇମପାସ୍‍’ ପ୍ରକାଶନ ଦ୍ୱାରା ଆୟୋଜିତ ଏକଦିବସୀୟ ସାହିତ୍ୟସଙ୍ଗତ ‘ଉତ୍‍ସାହିତ୍ୟ’ ସ୍ଥାନୀୟ ଉତ୍କଳ…

ଏଥର ଘରେ ବସି ନେଇ ପାରିବେ ମଲ୍ ର ସୁବିଧା !

ନୂଆଦିଲ୍ଲୀ: ସପିଂ କରିବାକୁ ଆଉ ଯିବାକୁ ପଡ଼ିବ ନାହିଁ ସପିଂ ମଲ୍ । ଘରେ ବସି କରି ପାରିବେ ସପିଂ । ଆପଣ ମାନେ ଭାବୁଥିବେ ଆମେ ଆପଣଙ୍କୁ ଅନଲାଇନ ସପିଂ କଥା କହୁଛୁ । ସମ୍ପୂର୍ଣ୍ଣ ସୂଚନା ପାଇଁ ଆଗକୁ ପଢନ୍ତୁ ... ଘରେ ବସି ମଲ୍ ର ସୁବିଧା ନେଇ ପାରିବେ ଗ୍ରାହକ । ୨୦୨୦ରେ ଦେଶକୁ ମିଳିବାକୁ…

ନଭେମ୍ବର ୧୩ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ । ବିଧାନସଭାର ଏହି ଅଧିବେଶନ ୩୦ଟି କାର୍ଯ୍ୟକାଳ ଦିବସରେ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ୧ମ ଦିବସରେ ରାଜ୍ୟ ସରକାର ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ବ୍ୟୟ ଅଟକଳ…

ସାବଧାନ! ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହିସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କୁହାଯାଏ ନମାନି ଏହିସବୁ କାମ କଲେ ସୁଖ,ଶାନ୍ତି, ସମୃଦ୍ଧି ଆଦି ଭଙ୍ଗ ହୋଇଥାଏ । ତେବେ ଜାଣନ୍ତୁ କେଉଁସବୁ କାର୍ଯ୍ୟ ସନ୍ଧ୍ୟା ସମୟରେ କରିବାକୁ ବର୍ଜନ କରାଯାଇଛି... ସନ୍ଧ୍ୟା ବେଳେ…

ଉତ୍କଳ ବିଶ୍ୱବିଦ୍ୟାଳୟ ଅଫିସ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଆଡ଼ମିନଷ୍ଟେଟିଭ ବ୍ଲକ ମଧ୍ୟରେ ଥିବା ସିଣ୍ଡିକେଟ ହଲରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଛାତ୍ର ପ୍ରଥମ ମହଲାରେ ଥିବା ଆଡ଼ମିନଷ୍ଟେଟିଭ ବ୍ଲକରୁ ଧୂଆଁ ବାହାରୁଥିବା ଦେଖି…