Latest Odisha News

BREAKING NEWS

ଏବେ ରଙ୍ଗବେରଙ୍ଗ ଲତାରେ ସଜେଇ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଏବେ ଲତାରେ ସଜେଇହେବ ଭୁବନେଶ୍ୱର । ଖୁବଶୀଘ୍ର ଫ୍ଲାଇ ଓଭର୍ ତଳେ ଶୋଭାପାଇବାକୁ ଯାଉଛି ଫୁଲ ନଥିବା ଗଛ ଏବଂ ଆଳଂକାରିକ ତଥା ଦେଶୀ ଲତା । ସାରା ଭୁବନେଶ୍ୱରର ଭୁଚିତ୍ରକୁ ଏହିପ୍ରକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କରିବାର ପ୍ରୟାସ କରୁଛି ଭୁୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୧୦-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୪ ଗୁରୁବାର ତୁଳା ୭ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର :- ତୁଳା…

ଅର୍ଥ ହିଁ ଅନର୍ଥ

ବିଲୁପ୍ତି ବିପ୍ଳବ ଅର୍ଥ ହିଁ ଅନର୍ଥ ସୁଦର୍ଶନ ଦାସ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା’ଚାରିପଟରେ ବୁଲୁଛି ନା ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା’ ଚାରିପଟେ ବୁଲୁଛି? – ଏହି ପ୍ରଶ୍ନଟି ୧୬ଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମଗ୍ର ମାନବ ଜଗତକୁ ଆଚ୍ଛାଦିତ କରିଥିଲା । ୧୬୪୩ ମସିହାରେ ପୋଲାଣ୍ଡର…

ଟ୍ୱିନସିଟିରେ ଦିୱାଲୀ: ରାତି ୧୦ଟା ପରେ ବାଣ ଫୁଟାଇବା ମନା

କଟକ/ଭୁବନେଶ୍ୱର: ଦିପାବଳୀ ଉତ୍ସବ ଦିନ କେବଳ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ଟ୍ୱିନସିଟି ବାସିନ୍ଦା । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନିଦ୍ଦେଶାନାମା ଜାରି କରାଯାଇଛି । କଟକ ଓ ଭୁବନେଶ୍ୱର ବାସିନ୍ଦା ଏବର୍ଷ ଦିୱାଲୀରେ ମାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ବାଣ…

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟ ମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଆକାରରେ …

ଟ୍ରେନ ଭିତରେ ଆପଣଙ୍କୁ ମିଳିବ ମାଗଣା ‘ୱାଇଫାଇ’, ଜାଣନ୍ତୁ କେବେଠୁ ପାଇବେ ଏହି ସୁବିଧା !

ନୂଆଦିଲ୍ଲୀ: ବିଭିନ୍ନ ରେଳବାଇ ପ୍ଲାଟଫର୍ମରେ ଆପଣ ରେଲୱେ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ପାଇପାରୁଛନ୍ତି । କେବଳ ପ୍ଲାଟଫର୍ମ ନୁହେଁ ଆଉ କିଛିଦିନ ପରେ ଆପଣ ଟ୍ରେନ ଭିତରେ ମଧ୍ୟ ଏହି ୱାଇଫାଇ ସୁବିଧା ପାଇପାରିବେ । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ସୂଚନା…

ଏବେ ଅନଲାଇନରେ ମିଳିଯିବ ସାର୍ଟିଫିକେଟ୍ ସହିତ ମାର୍କସିଟ୍ !

ଭୁବନେଶ୍ୱର: ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ସାର୍ଟିଫିକେଟ ଓ ମାର୍କସିଟ୍ ଲାଗି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରେ ଛିଡ଼ା ହେବାକୁ ପଡ଼ିବନି । ଏବେ ସମସ୍ତ ୟୁନିଭର୍ସିଟି ମାର୍କସିଟ୍ ଏବଂ ସାର୍ଟିଫିକେଟ ଅନଲାଇନରେ ମିଳିଯିବ । ଆସନ୍ତା ଶିକ୍ଷାବର୍ଷ ଠାରୁ ଅନଲାଇନ ମାଧ୍ୟମରେ…

ବରିଷ୍ଠ ଆଇପିଏସ୍ ଅଧିକାରୀ ଡ଼ି.ଏସ. କୁଟେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟେଙ୍କୁ ବୁଧବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି । ୧୯୯୭ ବ୍ୟାଚର ଏହି ଆପିଏସ୍ ଅଧିକାରୀ ଏପ୍ରିଲ୍ ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଭାବେ କାର୍ଯ୍ୟ ନିର୍ବାହ…

ସ୍ୱାମୀ ସରପଞ୍ଚ

ସ୍ୱାମୀ ସରପଞ୍ଚ ଜ୍ୟୋତି ପ୍ରକାଶ ମହାପାତ୍ର ଯାଜପୁର ଜିଲ୍ଲାର ହରିଦାସପୁର ଏକଦମ ବକୁଟେ ଜାଗାଟେ । ପାହାଡ଼ ପାଖକୁ । ଖଣି ଖାଦାନ ଅଛି । ଛୋଟିଆ ଷ୍ଟେସନଟେ ଅଛି । ସେଇ ଜାଗାଟି ଏବେ ସାରାରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଛି । ମହିଳା ପଞ୍ଚାୟତ ଅଧିକାରୀଙ୍କ ହତ୍ୟା କିମ୍ବା ଆତ୍ମହତ୍ୟା…

ରାଜଧାନୀରେ ଏବେ ଭୋକିଲାଙ୍କ ଭୋକ ମେଣ୍ଟାଇବ ‘ହାପି ଫ୍ରିଜ’, କିପରି ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀର ରାସ୍ତା କଡରେ ରଖାଯାଇଛି ଏକ ଫ୍ରିଜ । ଯେଉଁଥିରେ ରହିଛି ଭଳିକି ଭଳି ଖାଇବା ଜିନିଷ । କିଛି ଲୋକ ଖାଇବା ରଖିଦେଇ ଯାଉଛନ୍ତି ଆଉ କିଛି ଲୋକ ଏହାକୁ ଖୋଲି ଆଣି ମନ ଆନନ୍ଦରେ ଖାଉଛନ୍ତି। ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି କି ? ବୁଝିବାକୁ ଟିକିଏ ଅଡୁଆ ହେଉଛି କି? ଆମେ…